ETV Bharat / bharat

ପଶ୍ଚିମବଙ୍ଗର ବାଣ କାରଖାନାରେ ବିସ୍ଫୋରଣ, 4 ମୃତ - ପଶ୍ଚିମବଙ୍ଗରର ଉତ୍ତର ଚବିଶ ପ୍ରଗଣା ଜିଲ୍ଲାର ନୈହାତୀରେ ବାଣ କାରଖାନାରେ ବିସ୍ଫୋରଣ

ପଶ୍ଚିମବଙ୍ଗର ଉତ୍ତର ଚବିଶ ପରଗଣା ଜିଲ୍ଲାର ନୈହାତୀ ଇଲାକାସ୍ଥିତ ଏକ ବାଣ କାରଖାନାରେ ବିସ୍ଫୋରଣ । ଏଥିରେ ଘଟଣାସ୍ଥଳରେ 4 ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

Fire crackerExplosion in a fire cracker factory at Naihati
ଡିଜାଇନ ଫଟୋ
author img

By

Published : Jan 3, 2020, 5:57 PM IST

Updated : Jan 3, 2020, 6:57 PM IST

କୋଲକାତା: ପଶ୍ଚିମବଙ୍ଗର ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି 4 ଜଣଙ୍କ ମୃତ୍ୟୁ ଘଟିଛି । ରାଜ୍ୟର ଉତ୍ତର ଚବିଶ ପରଗଣା ଜିଲ୍ଲାର ନୈହାତୀ ଇଲାକାସ୍ଥିତ ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର ଓ ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ
Fire crackerExplosion in a fire cracker factory at Naihati
ଫଟୋ ସୌଜନ୍ୟ: ଏଏନଆଇ

ଏହି ବିସ୍ଫୋରଣ ପଛର କାରଣ ଜଣାପଡିନାହିଁ । ଏହାସହ ବିସ୍ପୋରଣରେ ଆହତଙ୍କ ସଂଖ୍ୟା ମଧ୍ୟ ଜଣା ପଡିନାହିଁ । ସମସ୍ତ ଆହତଙ୍କୁ ନୌହାଟୀ ଷ୍ଟେଟ୍ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Intro:নৈহাটি দেবকে বাজী কারখানায় বিস্ফোরণ। গুরুতর আহত পাচ।তিন জনের অবস্থা আশংখা জনক।
প্রায় সাত থেকে আট কিলোমিটার এলাকা জুড়ে কেপে ওঠে বাড়ি ঘর।আতংকে মানুষ ঘর থেকে বেড়িয়ে পরে। তবে এলাকায় ছবি করতে দিচ্ছে না এলাকার মানুষ।
এক বছর আগে ও এখানে বিস্ফোরণ এর জেড়ে মারা গিয়েছিলো পাচ জন। তারপর ও এই বে আইনি বাজী কারখানা চলছিলো। কারখানার মালিক নুর হুসেন পলাতক।
তেজস্ক্রিয় কোন বোমা বাধা হচ্ছিল কিনা তার তদন্তে নৈহাটি থানার পুলিশ।Body:নৈহাটি দেবকে বাজী কারখানায় বিস্ফোরণ। গুরুতর আহত পাচ।তিন জনের অবস্থা আশংখা জনক।
প্রায় সাত থেকে আট কিলোমিটার এলাকা জুড়ে কেপে ওঠে বাড়ি ঘর।আতংকে মানুষ ঘর থেকে বেড়িয়ে পরে। তবে এলাকায় ছবি করতে দিচ্ছে না এলাকার মানুষ।
এক বছর আগে ও এখানে বিস্ফোরণ এর জেড়ে মারা গিয়েছিলো পাচ জন। তারপর ও এই বে আইনি বাজী কারখানা চলছিলো। কারখানার মালিক নুর হুসেন পলাতক।
তেজস্ক্রিয় কোন বোমা বাধা হচ্ছিল কিনা তার তদন্তে নৈহাটি থানার পুলিশ।Conclusion:
Last Updated : Jan 3, 2020, 6:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.