ETV Bharat / bharat

ସୀମାରେ ହାଇ ଆଲର୍ଟ, ଗୁଳିବିନିମୟ ଜାରି

ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ। ଏଥିଯୋଗୁଁ ହୋଇଥିବା ଗୁଳିବିନିମୟରେ ଜଣେ ଯବାନ ଆହତ । ସୀମାରେ ଏଭଲି ସ୍ଥିତି ଦେଖାଯିବା ପରେ ହାଇଆଲର୍ଟ ଜାରି କରାଯାଇଛି ।

author img

By

Published : Jun 17, 2019, 11:42 AM IST

ଫାଇଲ ଫଟୋ

ଶ୍ରୀନଗର: ପୁଣିଥରେ ଅଶାନ୍ତ ହୋଇଉଠିଛି ଭାରତ-ପାକ୍ ସୀମା । ଜାମ୍ମୁ କାଶ୍ମୀର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଜାରି ରହିଛି ଗୁଳିବିନିମୟ। ଏନେଇ ସ୍ଥାନୀୟ ଅଞ୍ଚଳରେ ହାଇ ଆଲର୍ଟ ଜାରି କରିାଯାଇଛି । ସେହିପରି ଆଜି ସକାଳେ ଏଠାକାର ପୁଞ୍ଚ ସେକ୍ଟରରେ ହୋଇଥିବା ଗୁଳିବିନିମୟରେ ଜଣେ ଯବାନ ଆହତ ହୋଇଛନ୍ତି। ଗତକିଛି ଦିନଧରି ପାକ୍ ପଟୁ ବାରମ୍ବାର ସୀମାରେ ଅସ୍ତ୍ରବିରତି ଉଲ୍ଳଙ୍ଘନ କରାଯାଉଛି।

ଖବର ଅନୁଯାୟୀ, ଗତ 12 ତାରିଖରେ ଅନନ୍ତନାଗରେ ହୋଇଥିବା ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଜଣେ ପୋଲିସ ଅଫିସର ଆଜି ସକାଳେ ଶହୀଦ ହୋଇ ଯାଇଛନ୍ତି । ତେବେ ଏହି ଆକ୍ରମଣରେ 5 ଜଣ ସିଆରପିଏଫ ଯବାନ ପ୍ରାଣ ହରାଇବା ସହ 3 ଜଣ ଆହତ ହୋଇଥିଲେ । ଆତଙ୍କବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଥିବାନ ସିଆରପିଏଫ ଯବାନ ହେଉଛନ୍ତି ଏସଆଇ ରମେଶ କୁମାର(ହରିୟାଣା), ଏସଆଇ ନିରୋଦ ଶର୍ମା (ଆସାମ), ସିଟି ସତେନ୍ଦ୍ର କୁମାର ଏବଂ ସିଟି ମହେଶ କେଆର କୁଶୱାହା (ଉତ୍ତରପ୍ରଦେଶ) ଏବଂ ସିଟି ସନ୍ଦୀପ ଯାଦବ (ମଧ୍ୟପ୍ରଦେଶ) ।

Slug,, rath yatra telecast tender , avo, Puri,8.6.19

Anc,, ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ଯାଏଁ ସିଧା ପ୍ରସାରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଟେଣ୍ଡର ଆହ୍ବାନ କରିଛି। ଏ ନେଇ ନୋଟିଫିକେସନ ପ୍ରକାଶ କରିଛି ଶ୍ରୀମନ୍ଦିର ପ୍ରଶାସନ। ଆସନ୍ତା 10 ତାରିଖ ଅପରାହ୍ନ 4 ଟା 30  ସୁଧା ଆବେଦନ ପତ୍ର ସହ ବିଡ଼ ପେପର ଦାଖଲ କରିବାର ସମୟ ସୀମା ରହିଛି। 10 ତାରିଖ ଅପରାହ୍ନ 4 ଟା 45 ରେ ବିଡ଼ ଖୋଲାଯିବ। ଯେଉଁ ପ୍ରସାରଣ କାରୀ ସଂସ୍ଥା ଅଧିକ ଟଙ୍କାର ବିଡ଼ ଦାଖଲ କରିଥିବ ସେହି ସଂସ୍ଥାକୁ ରଥଯାତ୍ରା ଠାରୁ ନୀଳାଦ୍ରି ବିଜେ ଯାଏ ସିଧା ପ୍ରସାରଣ ର ଅଧିକାର ମିଳିବ। ସେହିପରି ଏଥି ରେ ମଧ୍ୟ ସର୍ତ୍ତ ରହିଛି ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଚାହିଁଲେ ଅଧିକ ବିଡ଼ ଦାଖଲ କରିଥିବା ସଂସ୍ଥା ର ଅଧିକାର କୁ ମଧ୍ୟ ନାକଚ କରି ପାରିବ। ସେହିପରି ପ୍ରସାରଣ କାରୀ ସଂସ୍ଥା ଅତିକମର 5 ବର୍ଷ ର ପ୍ରସାରଣ କରିବାର ଅଭି ଜ୍ଞତା ଥିବ। ସେହିପରି ପୁରୀ ଜିଲ୍ଲା ପ୍ରଶାସନ ର ଅନୁମତି ନେଇ ମଦ୍ୟ କାର୍ଯ୍ୟ କରିବ।ଦୂରଦର୍ଶନ କୁ ମାଗଣା ରେ ଫିଡ଼ ଦେବ। ସମସ୍ତ ସିଧା ପ୍ରସାରଣ ର ଭିଡିଓ dvd ରେ ଶ୍ରୀମନ୍ଦିର ପ୍ରଶାସନ କୁ ଦେବ। 

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

What's app ରେ ଭିଯୁଆଲ ଯାଇଛି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.