ETV Bharat / bharat

ଘାଟିରେ ଏନକାଉଣ୍ଟର ଜାରି, ଜଣେ ଯବାନ ଶହୀଦ

ଅଶାନ୍ତ ଘାଟି । ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ଗୁଳିବିନିମୟରେ ଜଣେ ଯବାନ ଶହୀଦ ହୋଇଛନ୍ତି । ଏନକାଉଣ୍ଟର ଜାରି ।

author img

By

Published : Jul 5, 2019, 10:39 AM IST

ଫାଇଲ ଫଟୋ

ଜମ୍ମୁ କାଶ୍ମୀର: ଅଶାନ୍ତ ଘାଟି । ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଚାଲିଛି ଗୁଳିବିନିମୟ । ଏଥିରେ ଜଣେ ଯବାନ ଶହୀଦ ହୋଇଛନ୍ତି । ଶୁକ୍ରବାର ଜମ୍ମୁ କାଶ୍ମୀର ସୋପିଆନ ନରୱାନୀ ଜିଲ୍ଲାରେ ଏନକାଉଣ୍ଟର ଆରମ୍ଭ ହୋଇଥିବା ସୂଚନା ରହିଛି ।

ଖବର ଅନୁଯାୟୀ, ବର୍ତ୍ତମାନ ପରିସ୍ଥିତିରେ ଗୁଳିବିନିମୟ ଜାରି ରହିଛି । ତେବେ ଅଧିକ ମୃତାହତଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ ।

ଅଧିକ ଖବର ପାଇଁ ଅପେକ୍ଷା କରନ୍ତୁ...

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.