ETV Bharat / bharat

ସାଧାରଣତନ୍ତ୍ର ଦିବସର ଦିନକ ପୂର୍ବରୁ ଅଶାନ୍ତ ସୀମା, ଗୁଳି ବିନିମୟ ଜାରି

author img

By

Published : Jan 25, 2020, 1:00 PM IST

Updated : Jan 25, 2020, 2:23 PM IST

ଜମ୍ମୁକାଶ୍ମୀର ଅବନ୍ତିପୋରାରେ ଆତଙ୍କବାଦୀଙ୍କ ଏନକାଉଣ୍ଟର ଜାରି। ଆତଙ୍କବାଦୀଙ୍କୁ କଡା ଜବାବ ଦେବାକୁ ସେନାପକ୍ଷରୁ ପାଲଟା ଗୁଳିଚାଳନା। ଅଧିକ ଖବର ପଢନ୍ତୁ...

_Encounter breaks out in jks awanthipora
ସାଧାରଣତନ୍ତ୍ର ଦିବସର ଦିନକ ପୂର୍ବରୁ ଅଶାନ୍ତ ସୀମା,ଗୁଳିବିନିମୟ ଜାରି

ଶ୍ରୀନଗର: ସାଧାରଣତନ୍ତ୍ର ଦିବସକୁ ଆଉ କିଛି ଘଣ୍ଟା ବାକିଥିବାବେଳେ ଅଶାନ୍ତ ସୀମା । ଜମ୍ମୁକାଶ୍ମୀର ଅବନ୍ତିପୋରାରେ ଆତଙ୍କବାଦୀଙ୍କ ଏନକାଉଣ୍ଟର ଜାରି । ତେବେ ଆତଙ୍କୀଙ୍କୁ କଡା ଯବାବ ଦେବା ପାଇଁ ସେନା ପକ୍ଷରୁ ମଧ୍ୟରୁ ଗୁଳିବିନିମୟ ଜାରି ରହିଛି ।

ସାଧାରଣତନ୍ତ୍ର ଦିବସର ଦିନକ ପୂର୍ବରୁ ଅଶାନ୍ତ ସୀମା, ଗୁଳି ବିନିମୟ ଜାରି

ସୂଚନା ଅନୁସାରେ, ଏହା ପୂର୍ବରୁ ଶୁକ୍ରବାର ଶ୍ରୀନଗରର ସଫାକଦଲର ନୁରବାଗରେ ସିଆରପିଏଫ ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ ଦ୍ବାରା ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ସିଆରପିଏଫର ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି ।

Intro:Body:

BLANK

Conclusion:
Last Updated : Jan 25, 2020, 2:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.