ETV Bharat / bharat

ଜମ୍ମୁ ଓ କାଶ୍ମୀରରେ ଏନକାଉଣ୍ଟର, ତିନି ଆତଙ୍କୀ ନିପାତ - ଜମ୍ମୁ ଓ କାଶ୍ମୀର

ଜମ୍ମୁ ଓ କାଶ୍ମୀରର ପୁଲୱାମାରେ ଏନକାଉଣ୍ଟର । ତିନି ଆତଙ୍କୀ ନିପାତ । ସୁରକ୍ଷାକର୍ମୀ ଓ ପୋଲିସ ମିଳିତ ଭାବେ ଏନକାଉଣ୍ଟର କରିଥିବା ସୂଚନା । ଅଧିକ ପଢନ୍ତୁ...

ଜମ୍ମୁ ଓ କାଶ୍ମୀରରେ ଏନକାଉଣ୍ଟର ଜାରି
ଜମ୍ମୁ ଓ କାଶ୍ମୀରରେ ଏନକାଉଣ୍ଟର ଜାରି
author img

By

Published : Dec 9, 2020, 7:57 AM IST

Updated : Dec 9, 2020, 11:48 AM IST

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଏନକାଉଣ୍ଟର ହୋଇଛି । ପୁଲୱାମା ଜିଲ୍ଲା ଟିକେନ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ପୋଲିସ ମିଳିତ ଭାବେ ଏହି ଏନକାଉଣ୍ଟର କରିଛନ୍ତି । ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ମିଳିଛି । ଏନକାଉଣ୍ଟର ପରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏନେଇ ଜମ୍ମୁ ଓ କାଶ୍ମୀରର ଆଇଜିପି ବିଜୟ କୁମାର ସୂଚନା ଦେଇଛନ୍ତି ।

ସୂଚନାଥାଉକି, ନଭେମ୍ବର 19 ତାରିଖରେ ନାଗ୍ରୋଟାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ 4 ଜଣ ଆତଙ୍କୀ ନିପାତ ହୋଇଥିଲେ । 4 ଜଣ ଆତଙ୍କବାଦୀ ଜୈସ-ଇ ମହମ୍ମଦ ଗ୍ରୁପ୍‌ର ଥିବା ଜଣାପଡିଛି । ଏହାସହ ଏହି ଘଟଣାରେ ଅଧିକ ତଦନ୍ତ କରାଯାଉଛି ।

ଏମାନେ ପୁଲୱାମା ପରି ଆଉ ଏକ ବଡ ଧରଣର ଆତଙ୍କୀ ହମଲା କରିବେ ବୋଲି ଆସିଥିବା ସୂଚନା ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 9, 2020, 11:48 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.