ETV Bharat / bharat

ବାରମୂଳାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ - ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଜମ୍ମୁ-କାଶ୍ମୀରର ବାରମୂଳାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଚାଲିଛି । ଘଟଣାସ୍ଥଳରେ ପାଖାପାଖି 2 ଜଣ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି ।

ଫାଇଲ ଫଟୋ
author img

By

Published : Aug 20, 2019, 11:04 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ମଙ୍ଗଳବାର ପ୍ରଥମ ଥର ପାଇଁ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଚାଲିଛି । ଅର୍ଥାତ ଦୀର୍ଘ 16 ଦିନ ପରେ କାଶ୍ମୀରରେ ଗୁଳି ବିନିମୟ ଚାଲିଛି । ସୂଚନା ମୁତାବକ ଏହି ଏନକାଉଣ୍ଟର ଜମ୍ମୁ-କାଶ୍ମୀରର ବାରମୂଳାରେ ଘଟିଛି । ସୁରକ୍ଷାକର୍ମୀ ସମ୍ପୁର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରି ଆତଙ୍କବାଦୀଙ୍କୁ ଜବାବ ଦେଉଥିବା ଜଣା ପଡିଛି । ଘଟଣାସ୍ଥଳରେ ପାଖାପାଖି 2 ଜଣ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି ।

ସେପଟେ ଆଜି ହିଁ ଜମ୍ମୁ-କାଶ୍ମୀରର ଅଧିକାଂଶ ଅଞ୍ଚଳରେ ଜୀବନଯାପନ ସ୍ବଭାବିକ ହୋଇଛି । ଜମ୍ମୁ-କାଶ୍ମୀରର 136 ପୋଲିସ ଷ୍ଟେସନରୁ କଟକଣା ହଟାଯାଇଛି । 22 ମଧ୍ୟରୁ 12 ଟି ଜିଲ୍ଲାରେ ଜନଜୀବନ ସ୍ବଭାବିକ ହୋଇଥିବା ସରକାରୀ ସୂତ୍ରରୁ ପ୍ରକାଶ ପାଇଛି ।

Intro:Body:

ggg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.