ETV Bharat / bharat

ଦାନ୍ତେୱାଡା-ବିଜାପୁର ସୀମାରେ ଏନକାଉଣ୍ଟର, ଜଣେ ନକ୍ସଲ ନିପାତ

author img

By

Published : Apr 17, 2020, 2:25 PM IST

ଦାନ୍ତେୱାଡା-ବିଜାପୁର ସୀମାରେ ଏନକାଉଣ୍ଟର । ଜଣେ ନକ୍ସଲ ନିପାତ । ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ଜବତ । ଅଧିକ ସୂଚନା ପାଇଁ ପଢନ୍ତୁ ... .

Naxalite encounter in Dantewada-Bijapur border
ଏନକାଉଣ୍ଟରେ ନକ୍ସଲ ମୃତ

ରାୟପୁର: ଛତିଶଗଡ ଦାନ୍ତେୱାଡା-ବିଜାପୁର ସୀମାରେ ଡିଆରଜି ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ବେଳେ ଜଣେ ନକ୍ସଲ ନିପାତ ହୋଇଛି। ଜିଲ୍ଲା ପ୍ରଶାସନ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ସନ୍ଧ୍ୟାରେ ହୁରେପାଲ-ବେଚାପାଲ ଜଙ୍ଗଲରେ ଭୈରମଗଡ ଏରିଆ କମିଟି ଇନଚାର୍ଜ ଚାନ୍ଦନାଙ୍କ ଦଳ ସହ ଗୁଳିବିନିମୟ ହୋଇଥିଲା ।

ଏନକାଉଣ୍ଟରରେ ଉଭୟ ଡିଆରଜି ଏବଂ ଏସଟିଏଫର ମିଳିତ ସୁରକ୍ଷା ବାହିନୀ ସାମିଲ ଥିଲେ । ଘଟଣା ସ୍ଥଳରୁ ନକ୍ସଲାଇଟ୍ ଅସ୍ତ୍ରଶସ୍ତ୍ର, କାର୍ଟ୍ରିଜ୍ ଏବଂ ଆସେସରିଜ ଜବତ ହୋଇଥିବା ନେଇ ସୂଚନା ଦେଇଛନ୍ତି ଦାନ୍ତେୱାଡା ଏସପି ଅଭିଷେକ ପାଲ୍ଳାଭ ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.