ETV Bharat / bharat

ଦଶହରାରେ ପ୍ୟରେଡରେ ମହୀଶୂର ହାତୀ - ମହୀଶୂରର ଦୁର୍ଗାପୂଜା

ଆଜି ପବିତ୍ର ଦଶହରା । ଗାଁଠୁ ସହର ସମଗ୍ର ଦେଶ ଉତ୍ସବମୁଖର । ପାରମ୍ପରିକ ରୀତିନୀତିରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ତେବେ ମହୀଶୂରର ଦୁର୍ଗାପୂଜା ଟିକେ ନିଆରା । ଦଶହରାଦିନ ଏଠାରେ ହାତୀ ସଜେଇହୋଇ ପ୍ୟାରେଡରେ ବୁଲନ୍ତି।

ଫଟୋ ସୌଜନ୍ୟ-ଏଏନଆଇ
author img

By

Published : Oct 8, 2019, 12:54 PM IST

ନୂଆଦିଲ୍ଲୀ: ଆଜି ପବିତ୍ର ଦଶହରା । ଗାଁଠୁ ସହର ସମଗ୍ର ଦେଶ ଉତ୍ସବମୁଖର । ପାରମ୍ପରିକ ରୀତିନୀତିରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ତେବେ ମହୀଶୂରର ଦୁର୍ଗାପୂଜା ଟିକେ ନିଆରା । ଦଶହରାଦିନ ଏଠାରେ ହାତୀ ସଜେଇ ହୋଇ ପ୍ୟାରେଡରେ ବୁଲନ୍ତି ।

Elephants in the parade during dasara festival in Mysuru
ଫଟୋ ସୌଜନ୍ୟ-ଏଏନଆଇ

ହାତୀଙ୍କ ଦେହକୁ ରଙ୍ଗବେରଙ୍ଗ ଡିଜାଇନରେ ଅଙ୍କାଯାଏ । ଏହା ପରେ ଗୋଟିଏ ପଛକୁ ଗୋଟିଏ ହାତୀ ଧାଡି ହୋଇ ପ୍ୟାରେଡରେ ବୁଲନ୍ତି । ଏଥିପାଇଁ ପୂର୍ବରୁ ହାତୀଙ୍କୁ ନାଗରହୋଲ ଜଙ୍ଗଲରୁ ଆଣାଯାଇ ତାଲିମ ଦିଆଯାଏ । ଏହା ପରେ ସେମାନେ ମହୀଶୂର ପ୍ୟାଲେସରୁ ପ୍ୟାରେଡ ପାଇଁ ଅଭ୍ୟାସ କରିଥାନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.