ETV Bharat / bharat

ଉଦ୍ଧମପୁରରେ ଇଦ ପାଳିତ - ଉଦ୍ଧମପୁରରେ ଇଦ ପାଳିତ

ଧାରା 370 ଉଠିବା ପରେ ଆଜି ପବିତ୍ର ଇଦ ଉଲ ଜୁହା ପର୍ବରେ ସ୍ବାଭାବିକ ହୋଇଛି ଜମ୍ମୁ କାଶ୍ମୀର । ଜମ୍ମୁର ଉଦ୍ଧମପୁରରେ ପାଳିତ ହୋଇଛି ଇଦ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Aug 12, 2019, 11:59 PM IST

ଶ୍ରୀନଗର: ବହୁ ବାଦ ବିବାଦ ପରେ ଜମ୍ମୁ କାଶ୍ମୀରରେ ଆଜି ଉତ୍ସାହର ସହ ଇଦ ପାଳନ ହୋଇଥିବା ଦେଖିବାକୁ ମିଳିଛି । ଉଦ୍ଧମପୁର ଅଞ୍ଚଳରେ ମଧ୍ୟ ଆଜି ଧର୍ମୀୟ ଭାବନା ଓ ଉତ୍ସାହର ସହ ଇଦ ଉଲ ଆଧା ମଧ୍ୟ ପାଳନ ହୋଇଥିବା ଦେଖିବାକୁ ମିଳିଛି । ନମାଜ ପଢିବା ପାଇଁ ଆଜି ହଜାର ହଜାର ମୁସଲିମମାନେ ଏକତ୍ରିତ ହୋଇଥିଲେ ।

ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଉଦ୍ଧମପୁର ଅଞ୍ଚଳରେ ଥିବା ମସଜିଦରେ ଏକ ବଡ଼ ସଭାର ଆୟୋଜନ ହୋଇଥିଲା । ଏଠାରେ ଅନେଲ ମୁସଲିମ ଭାଇମାନେ ସେମାନଙ୍କର ପରିବାରର ସଦସ୍ୟଙ୍କ ସହିତ ଏକତ୍ରିତ ହୋଇଥିଲେ । ତେବେ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ କଡ଼ାକଡ଼ି ପଦକ୍ଷେପମାନ ଗ୍ରହଣ କରାଯାଇଥିଲା ।

ସେପଟେ ଏହି ମୁସଲିମ ଭାଇମାନେ ଦେଶର ସୁରକ୍ଷା ଓ ଭାଇଚାରାର ସମ୍ପର୍କ ପାଇଁ ଭଗବାନଙ୍କ ନିକଟରେ ପ୍ରର୍ଥନା କରିଥିବା ଜଣାପଡ଼ିଛି ।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.