ETV Bharat / bharat

ପୁଣି ରବର୍ଟ ଭଦ୍ରାଙ୍କୁ ଇଡିର ଡାକରା, ଗୁରୁବାର ହେବ ଜେରା - ରବର୍ଟ ଭଦ୍ରା

ରବର୍ଟ ଭଦ୍ରାଙ୍କୁ ପୁଣି ଡକାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଲଣ୍ଡନରେ ଗଚ୍ଛିତ ରଖିଥିବା ବେଆଇନ ସଂପତ୍ତି ଓ ସଞ୍ଜୟ ଭଣ୍ଡାରୀ ମାମଲାରେ ଜେରା କରିବା ପାଇଁ ଗୁରୁବାରକୁ ଡକାଇଛି ଇଡ଼ି ।

ଫାଇଲ ଫଟୋ
author img

By

Published : May 29, 2019, 11:23 AM IST

ନୂଆଦିଲ୍ଲୀ: ଲଣ୍ଡନରେ ଗଚ୍ଛିତ ରଖିଥିବା ବେଆଇନ ସଂପତ୍ତି ଓ ସଞ୍ଜୟ ଭଣ୍ଡାରୀ ମାମଲାରେ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କୁ ଇଡିର ଡାକରା । ଏହି ସବୁ ମାମଲାର ଜେରା କରିବା ପାଇଁ ଗୁରୁବାର ଭଦ୍ରାଙ୍କୁ ଡାକିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଏହାର ପୂର୍ବରୁ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଜାମିନ ମିଳିଥିବା ବେଳେ ଇଡି ଜାମିନ ଖାରଜ କରିବାକୁ କୋର୍ଟର ଦ୍ବାରସ୍ଥ ହୋଇଥିଲା । ଏହାପରେ ମୁମ୍ବାଇ ହାଇକୋର୍ଟ ଜାମିନକୁ ଖାରଜ କରିବା ପାଇଁ ଭଦ୍ରାଙ୍କୁ ନୋଟିସ କରିଛି । କୋର୍ଟ ନୋଟିସରେ ଦର୍ଶାଇଛି ଯେହେତୁ ସେ ସନ୍ତୋଷଜନକ ଉତ୍ତର ଦେଉନାହାଁନ୍ତି ତାଙ୍କୁ ଗିରଫ କରାଯିବ ନାହିଁ । ଏପରି ପରିସ୍ଥିତିରେ ରବର୍ଟ ଭଦ୍ରାଙ୍କର ସାମିନଙ୍କୁ ଖାରଜ କରିଯିବା ଉଚିତ୍ ।

ପ୍ରବର୍ତ୍ତନ ନିର୍ଦେଶାଳୟର ଜେରା ପରେ ଏହି ମାମଲା ଉପରେ କୋର୍ଟ ଆସନ୍ତା ଜୁଲାଇ 17 ତାରିଖରେ ଶୁଣାଣି କରିବା ପାଇଁ ଦିନ ଧାର୍ଯ୍ୟ କରିଥିବା ସୂଚନା ମିଲିଛି ।

Intro:Body:

ryu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.