ETV Bharat / bharat

ୟେସ ବ୍ୟାଙ୍କ ପ୍ରତିଷ୍ଠାତା ଗିରଫ

author img

By

Published : Mar 8, 2020, 8:48 AM IST

ଗୋଟିଏ ପଟେ ୟେସ ବ୍ୟାଙ୍କରେ ସଙ୍କଟ ଦେଖାଦେଇଥିବାବେଳେ ଅନ୍ୟପଟେ ୟେସ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁର ଗିରଫ ହୋଇଛନ୍ତି । ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ତାଙ୍କୁ ଗିରଫ କରିଛି ।

ED arrests YesBank founder RanaKapoor
ୟେସ ବ୍ୟାଙ୍କ ନିର୍ଦ୍ଦେଶକ ଗିରଫ

ମୁମ୍ବାଇ: ଗୋଟିଏ ପଟେ ୟେସ ବ୍ୟାଙ୍କରେ ସଙ୍କଟ ଦେଖାଦେଇଥିବାବେଳେ ଅନ୍ୟପଟେ ୟେସ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁର ଗିରଫ ହୋଇଛନ୍ତି । ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ତାଙ୍କୁ ଗିରଫ କରିଛି ।

ୟେସ ବ୍ୟାଙ୍କ ନିର୍ଦ୍ଦେଶକ ଗିରଫ

ଗତକାଲି ଠାରୁ ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ମୁମ୍ବାଇସ୍ଥିତ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ ଚାଲିଥିଲା । ଅନାଦେୟ ଋଣ ମାମଲାରେ ଛାନଭିନ ଚଳାଇଥିଲା ଇଡି । ପ୍ରିଭେନ୍ସନ ଅଫ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ଅଧିନରେ ଏହି ଚଢାଉ ହୋଇଥିବା ଜଣାପଡିଛି । ପରେ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ସୂଚନା ଥାଉକି, ରାଣା କପୁର ଏକ କର୍ପୋରେଟ ସଂସ୍ଥାକୁ ଋଣ ପ୍ରଦାନ ଓ କଥିତ ଭାବେ ସେହି ଟଙ୍କା ତାଙ୍କ ପତ୍ନୀଙ୍କ ଆକାଉଣ୍ଟରେ ଜମା ହେବା ନେଇ କେନ୍ଦ୍ରୀୟ ଏଜେନ୍ସି ଯାଞ୍ଚ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.