ମୁମ୍ବାଇ: ମହାରାଷ୍ଟ୍ରରେ ଭୂକମ୍ପ ଅନୁଭୂତ । ଆଜି ମଧ୍ୟାହ୍ନ 3.47 ମିନିଟ ସମସୟରେ ଅନୁଭୂତ ହୋଇଛି ଭୁମିକମ୍ପ ।
ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ମିଳିଛି ଏହି ସୂଚନା । ଭୂକମ୍ପରେ କୌଣସି ଧନ ଜୀବନ କ୍ଷତିର ଘଟଣା ସାମ୍ନାକୁ ଆସିନଥିବା ମଧ୍ୟ ସୂଚନା ମିଳିଛି ।
ଆଜି ପାଲଘର ଅଢ୍ଚଳରେ ଅନୂଭୂତ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ରେକ୍ଟର ସ୍କେଲରେ ପ୍ରାୟ 2.5 ରହିଥିବା ସୂଚନା ଦେଇଛି ଏନସିଏସ ।
@ANI