ETV Bharat / bharat

କିନୋରରେ ମୃଦୁ ଭୂକମ୍ପ ଝଟକା

author img

By

Published : Nov 16, 2019, 2:52 PM IST

ଚଳିତବର୍ଷ ହିମାଚଳ ପ୍ରଦେଶର କିନୋର ଜିଲ୍ଲାରେ 6ରୁ7ଥର ଭୂକମ୍ପ ଝଟକା ଅନୁଭୂତ ହେଲାଣି। ପୁଣି ଶନିବା ସକାଳେ ମଧ୍ୟ କିନୋର ଜିଲ୍ଲାରେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି।

kinnaur

ସିମଲା: ହିମାଚଳ ପ୍ରଦେଶର କିନୋର ଜିଲ୍ଲାରେ ମୃଦୁ ଭୂମିକମ୍ପ ଝଟକା । ଶନିବାର ଭୋର 5ଟା30ରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତ୍ରୀବତା 2.8 ରହିଛି। ସୂଚନାଥାଉକି ଚଳିତବର୍ଷ ଏହି ଜିଲ୍ଲାରେ ଏଯାଏଁ 6ରୁ7ଥର ଭୂକମ୍ପ ଝଟକା ଅନୁଭୂତ ହେଲାଣି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.