ETV Bharat / bharat

ହିମାଚଳପ୍ରଦେଶରେ ମୃଦୁ ଭୂ-କମ୍ପ ଅନୁଭୂତ

ଶନିବାର ସକାଳ 8.15 ମିନିଟ୍ ସମୟରେ ହିମାଚଳପ୍ରଦେଶ ଧର୍ମଶାଳା ଠାରୁ 70 କିମି ଦୂରରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି ।

ହିମାଚଳ ପ୍ରଦେଶରେ ମୃଦୁ ଭୂମିକମ୍ପ ଅନୁଭୂତ
ହିମାଚଳ ପ୍ରଦେଶରେ ମୃଦୁ ଭୂମିକମ୍ପ ଅନୁଭୂତ
author img

By

Published : Sep 19, 2020, 10:42 AM IST

ଶିମଲା: ହିମାଚଳ ପ୍ରଦେଶରେ ମୃଦୁ ଭୂମିକମ୍ପ ଅନୁଭୂତ । ଶନିବାର ସକାଳ 8.15 ମିନିଟ୍ ସମୟରେ ହିମାଚଳ ପ୍ରଦେଶ ଧର୍ମଶାଳା ଠାରୁ 70 କିମି ଦୂରରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି ।

ଭୂମିକମ୍ପର ରିକ୍ଟର ସ୍କେଲ ତିବ୍ରତା 2.8 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଥିବା ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ସୂଚନା ଦେଇଛନ୍ତି । ତେବେ ଭୂମିକମ୍ପରେ କୌଣସି କ୍ଷୟକ୍ଷତି ଆକଳନ କରାଯାଇନାହିଁ ।

ସେହିପରି ଗତ 11 ତାରିଖ ଦିନ ମହାରାଷ୍ଟ୍ରର ନାଶିକ ଠାରୁ 100 କିଲୋମିଟର ପଶ୍ଚିମରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଯାହାର ରିକ୍ଟର ସ୍କେଲ ତିବ୍ରତା 3.6 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.