ETV Bharat / bharat

ନିକାରାଗୁଆର ଅର୍ଥମନ୍ତ୍ରୀ ମନ୍ତ୍ରୀଙ୍କ ସହ ଏସ ଜୟଶଙ୍କରଙ୍କ ଭର୍ଚୁଆଲ ମିଟିଂ - ଭାରତର ବୈଦେଶିକ ସଚିବ ଏସ ଜୟଶଙ୍କ

ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ନିକାରାଗୁଆର ଅର୍ଥମନ୍ତ୍ରୀ ମନ୍ତ୍ରୀଙ୍କ ସହ ଭର୍ଚୁଆଲ ବୈଠକ କରିଛନ୍ତି। ଶୁକ୍ରବାର ହୋଇଥିବା ଏହି ବୈଠକରେ ଦୁଇ ନେତା ଦୁଇ ଦେଶ ମଧ୍ୟରେ ସହଯୋଗର ସମୀକ୍ଷା କରିଛନ୍ତି।

ନିକାରାଗୁଆର ଅର୍ଥମନ୍ତ୍ରୀ ମନ୍ତ୍ରୀଙ୍କ ସହ ଜୟଶଙ୍କରଙ୍କ ଭର୍ଚୁଆଲ ମିଟିଂ,ସହଯୋଗର ସମୀକ୍ଷା

author img

By

Published : Jun 6, 2020, 10:13 AM IST

ନୂଆଦିଲ୍ଲୀ: ଭାରତର ବୈଦେଶିକ ସଚିବ ଏସ ଜୟଶଙ୍କର ନିକାରାଗୁଆର ଅର୍ଥମନ୍ତ୍ରୀ ମନ୍ତ୍ରୀଙ୍କ ସହ ଭର୍ଚୁଆଲ ବୈଠକ କରିଛନ୍ତି। ଶୁକ୍ରବାର ହୋଇଥିବା ଏହି ବୈଠକରେ ଦୁଇ ନେତା ଦୁଇ ଦେଶ ମଧ୍ୟରେ ସହଯୋଗର ସମୀକ୍ଷା କରିଛନ୍ତି।

''ଭାରତ ନିକାରାଗୁଆ ସହଯୋଗର ସମୀକ୍ଷା କରାଯାଇଛି। ଏଥିରେ ଯୋଗ ଦେଇଥିବାରୁ ସ୍ୱାସ୍ଥ୍ୟ, ଶକ୍ତି ଏବଂ ପୁଞ୍ଜି ବିନିଯୋଗ ସହ କାର୍ଯ୍ୟ କରୁଥିବା ତାଙ୍କ ମନ୍ତ୍ରୀ ସହକର୍ମୀଙ୍କୁ ଧନ୍ୟବାଦ। ଉଭୟ ଦେଶ ବୈଦେଶିକ ଫୋରମରେ ଘନିଷ୍ଠ ଭାବରେ କାର୍ଯ୍ୟ ଜାରି ରଖିବ'' ବୋଲି ଟ୍ବିଟ କରି ଜୟଶଙ୍କର ସୂଚନା ଦେଇଛନ୍ତି।

ସେହିପରି ଆଉ ଏକ ଟ୍ବିଟରେ ଭାରତର ବୈଦେଶିକ ସଚିବ ଆଣ୍ଟିଗୁଆ ଏବଂ ବାରବୁଡାର ଚେଟ ଗ୍ରୀନ୍‌ଙ୍କ ସହ ବାର୍ତ୍ତାଳାପ କରିଛନ୍ତି। ଏହି ସମୟରେ ସେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ତାଲିମ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ବିଷୟରେ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି।

କ୍ରୁଜ୍ ଲାଇନ୍ର୍ କର୍ମଚାରୀଙ୍କ ସମେତ ସେଠାରେ ଫସିରହିଥିବା ଭାରତୀୟଙ୍କ ଯତ୍ନ ନେଇଥିବାରୁ ମନ୍ତ୍ରୀ ବାରବାଡୋସର ଜେରୋମ ଜାଭିୟର ୱାଲକୋଟଙ୍କୁ ଧନ୍ୟବାଦ ଜଣାଇଛନ୍ତି। କୋଭିଡ୍ ସମସ୍ୟା ସମୟରେ ଭାରତୀୟ ଅର୍ଥନୀତିକୁ ସମର୍ଥନ କରିବାକୁ ବାରବୁଡାଙ୍କ ଆଶ୍ବାସନା ଭରା ଶଦ୍ଧକୁ ଜୟଶଙ୍କରଙ୍କ ପ୍ରଶଂସା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.