ETV Bharat / bharat

ପ୍ରଦୂଷଣ ମୁକ୍ତ ପାଇଁ ପ୍ଲାଷ୍ଟିକରେ ପୂଜା ପେଣ୍ଡାଲ - plastic puja pandal in kolkata

ଦେଶକୁ ସ୍ବଚ୍ଛ ଓ ପ୍ଲାଷ୍ଟିକ ମୁକ୍ତ ରଖିବା ପାଇଁ ତିଆରି ହୋଇଛି କୋଲକାତାର ପୂଜା ପେଣ୍ଡାଲ । ପଲିଥିନ ବ୍ୟାଗ, ପ୍ଲାଷ୍ଟିକ ବୋତଲ, ମଶାଧୂପ କଏଲ ଓ ବାଣରେ ଅତି ସୁନ୍ଦର ଭାବେ ହୋଇଛି ତିଆରି । ପେଣ୍ଡାଲ ତିଆରି ପାଇଁ ଲାଗିଥିଲା 6 ମାସ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Oct 3, 2019, 7:56 PM IST

Updated : Oct 4, 2019, 4:40 PM IST

କୋଲକାତା: ରାତି ପାହିଲେ ଦୁର୍ଗତୀ ନାଶିନୀ ମା' ଦୁର୍ଗାଙ୍କ ପୂଜା । ଏନେଇ ଚାରିଆଡେ ପାର୍ବଣର ମାହୋଲ । ବିଭିନ୍ନ ଢଙ୍ଗରେ ତିଆରି ହେଉଛି ପୂଜା ପେଣ୍ଡାଲ । ଦୁର୍ଗାପୂଜା ନେଇ ପ୍ରସିଦ୍ଧ କୋଲକାତାରେ ବିଭିନ୍ନ ଥିମରେ ତିଆରି ହେଉଛି ପୂଜା ପେଣ୍ଡାଲ । ଚଳିତ ବର୍ଷ ସନ୍ତୋଷପୁର ଲେକରେ ଥିବା ପେଣ୍ଡାଲର ଥିମ ରହିଛି ‘ପ୍ରଦୂଷଣ’।

pic
ଫଟୋ ସୌଜନ୍ୟ: ଏଏନଆଇ

ଦେଶକୁ ସ୍ବଚ୍ଛ ଓ ପ୍ଲାଷ୍ଟିକ ମୁକ୍ତ ରଖିବା ପାଇଁ ତିଆରି ହୋଇଛି ଏହି ପେଣ୍ଡାଲ । ପଲିଥିନ ବ୍ୟାଗ, ପ୍ଲାଷ୍ଟିକ ବୋତଲ, ମଶାଧୂପ କଏଲ ଓ ବାଣରେ ତିଆରି ହୋଇଛି ଏହି ପୂଜା ପେଣ୍ଡାଲ ।

pic
ଫଟୋ ସୌଜନ୍ୟ: ଏଏନଆଇ

ଏହି ପୂଜା ମଣ୍ଡପର ଆୟୋଜକ କୌସ୍ତଭ ଦାସଙ୍କ କହିବା ଅନୁସାରେ, ପ୍ରତିଦିନ ଆମ ଚାରିପାଖେ ଘଟୁଥିବା ଘଟଣାମାନ ସହ ଆମ ଶରୀରର ରୋଗ ବୈରାଗ ଆମେ ଦେଖୁଛେ । ପ୍ରଦୂଷଣ ଯୋଗୁଁ ଅନେକ ରୋଗର ଶିକାର ହେଉଛନ୍ତି ଲୋକେ । ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏଭଳି ଚିନ୍ତା ମନରେ ଆସିଥିଲା । ଆଉ ନିଜର ଏହି ଭାବନାକୁ ରୂପ ଦେବା ପାଇଁ ପ୍ରାୟ ଛଅ ମାସ ଲାଗିଥିଲା । ବର୍ତ୍ତମାନ ପେଣ୍ଡାଲ ପୂଜା ପାଇଁ ପ୍ରସ୍ତୁତ । ଏଠାକୁ ଯେଉଁ ଲୋକ ଆସିବେ ହୁଏତ କିଛି ମାତ୍ରାରେ ସଚେତନ ହେବେ ବୋଲି କହିଛନ୍ତି କୌସ୍ତଭ ।

Intro:Body:

BLANK FOR LINK 

Conclusion:
Last Updated : Oct 4, 2019, 4:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.