ETV Bharat / bharat

କଦଳୀ, ନିମ୍ବପତ୍ର ମିଶ୍ରଣକୁ ସ୍ପ୍ରେ କରି ରାସ୍ତା ସଫା କଲେ ଗ୍ରାମବାସୀ - କଦଳୀ, ନିମ୍ବପତ୍ରର ମିଶ୍ରଣକୁ ସ୍ପ୍ରେ କରି ରାସ୍ତା ସଫା କଲେ ଗ୍ରାମବାସୀ

କୋରୋନା ପାଇଁ ସଚେତନତା । ସାନିଟାଇଜରର ଅଭାବରୁ ଗାଁ ରାସ୍ତାକୁ କଦଳୀ, ନିମ୍ବପତ୍ରର ମିଶ୍ରଣକୁ ସ୍ପ୍ରେ କରି ସଫା କଲେ ଗ୍ରାମବାସୀ । ଅଧିକ ପଢନ୍ତୁ....

Due to lack of access to sanitisers, people spray a mixture of turmeric, neem leaves & water on streets
କଦଳୀ, ନିମ୍ବପତ୍ରର ମିଶ୍ରଣକୁ ସ୍ପ୍ରେ କରି ରାସ୍ତା ସଫା କଲେ ଗ୍ରାମବାସୀ
author img

By

Published : Mar 30, 2020, 1:09 PM IST

ଚେନ୍ନାଇ: କୋରୋନା ମୁକାବିଲା ପାଇଁ ତାମିଲନାଡୁର ରାମନାଥପୁରମ୍ ଜିଲ୍ଲାର ପେରେୟୁର ଗ୍ରାମବାସୀମାନେ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ସାନିଟାଇଜରର ଅଭାବ ଯୋଗୁଁ ଗାଁ ରାସ୍ତାକୁ କଦଳୀ, ନିମ୍ବପତ୍ରର ମିଶ୍ରଣକୁ ସ୍ପ୍ରେ କରି ସଫା କରିଛନ୍ତି । କେବଳ ସେତିକି ନୁହେଁ, ଗାଁ ଉପରେ ଭାଇରସର ପ୍ରଭାବ ନ ପଡିବା ପାଇଁ ବ୍ଲିଚିଂ ପାଉଡରକୁ ମଧ୍ୟ ଛିଞ୍ଚନ କରୁଛନ୍ତି ।

କୋରୋନା ଭାରରସକୁ ନେଇ ସବୁଠି ଭୟ ଓ ଆତଙ୍କ ଲାଗି ରହିଛି । ତେବେ ପାଖାପାଖି 188 ଦେଶକୁ କାବୁ କରିଛି ଏହି ଭାଇରସ । ପରିଷ୍କାର, ପରିଚ୍ଛନ୍ନ ଓ ସଚେତନତା ଦ୍ବାରା ହିଁ ଏହାକୁ ମୁକାବିଲା କରିହେବ ।

ସୌଜନ୍ୟ @ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.