ETV Bharat / bharat

'ବୈଜ୍ଞାନିକଙ୍କ ମନୋବଳ ବଢାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି' - drdo chairman g satheesh reddy on chandrayaan 2

ଚନ୍ଦ୍ରଯାନ-2 ଚନ୍ଦ୍ରପୃଷ୍ଠରେ ଅବସ୍ଥାପିତ ହେବା ପୂର୍ବରୁ ନିୟନ୍ତ୍ରଣ କେନ୍ଦ୍ର ସହ ଯୋଗାଯୋଗ ବିଚ୍ଛିନ୍ନ ହେବାପରେ ଇସ୍ରୋ ଅଧ୍ୟକ୍ଷ କେ ଶିବନଙ୍କୁ ଆଲିଙ୍ଗନ କରି ଆଶ୍ବାସନା ଦେଇଥିଲେ ମୋଦି । ଯାହାକୁ ପ୍ରସଂଶା କରିଛନ୍ତି ଡିଆରଡିଓ ଅଧ୍ୟକ୍ଷ ଡ. ସତୀଶ ରେଡ୍ଡୀ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Sep 8, 2019, 11:01 PM IST

ନୂଆଦିଲ୍ଲୀ: ଚନ୍ଦ୍ରଯାନ-2 ଚନ୍ଦ୍ରପୃଷ୍ଠରେ ଅବସ୍ଥାପିତ ହେବା ପୂର୍ବରୁ ନିୟନ୍ତ୍ରଣ କେନ୍ଦ୍ର ସହ ଯୋଗାଯୋଗ ବିଚ୍ଛିନ୍ନ ହେବାପରେ ଇସ୍ରୋ ଅଧ୍ୟକ୍ଷ କେ ଶିବନଙ୍କୁ ଆଲିଙ୍ଗନ କରି ଆଶ୍ବାସନା ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ମୋଦିଙ୍କର ଏପରି ସମର୍ଥନକୁ ପ୍ରସଂଶା କରିଛନ୍ତି ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ(ଡିଆରଡିଓ) ଅଧ୍ୟକ୍ଷ ଡ. ସତୀଶ ରେଡ୍ଡୀ । ପ୍ରଧାନମନ୍ତ୍ରୀଙ୍କର ଏଭଳି ବ୍ୟବହାର ଶେଷ ମୂହୁର୍ତ୍ତରେ ବିଫଳ ହୋଇଥିବା ବୈଜ୍ଞାନିକଙ୍କ ମନୋବଳ ବୃଦ୍ଧି କରିବା ଭଳି ଥିଲା ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ସମର୍ଥନ ପରେ ଇସ୍ରୋ ବୈଜ୍ଞାନିକ ପୁଣିଥରେ ମିଶନରେ କାର୍ଯ୍ୟକରିବା ଆରମ୍ଭ କରିଦେଇଥିବେ । କେଉଁ କାରଣ ପାଇଁ ଯୋଗାଯୋଗ ବିଛିନ୍ନ ହେଲା ଏବଂ କିଭଳି ରୋଭର ସହ ପୁଣିଥରେ ସମ୍ପର୍କ କରାଯାଇ ପାରିବ ସେ ନେଇ ମଧ୍ୟ ସେମାନେ ଗବେଷଣା ଆରମ୍ଭ କରିଦେଇଥିବେ ବୋଲି କହିଛନ୍ତି ଡିଆରଡିଓ ଅଧ୍ୟକ୍ଷ ଡ. ସତୀଶ ରେଡ୍ଡୀ ।

ସେହିପରି ଚନ୍ଦ୍ରଯାନ-2 କୁ ନେଇ ତାତ୍ସଲ୍ୟ କରୁଥିବା ପାକିସ୍ତାନ ମନ୍ତ୍ରୀଙ୍କ ସମ୍ପର୍କରେ ସେ କହିଛନ୍ତି, ଯେଉଁ ଲୋକ ଏଭଳି ମିଶନ କେବେ କରିନାହାନ୍ତି କିମ୍ବା ଏଭଳି କରିବାର କ୍ଷମତା ରଖୁନାହାନ୍ତି ସେମାନେ ଏହି ମିଶନର ଜଟିଳତାକୁ ବୁଝି ପାରିବେ ନାହିଁ ।

Intro:Body:

The much-awaited expansion of Telangana cabinet took place on Sunday as chief minister K Chandrasekhar Rao introduced six ministers, including his son K T Rama Rao and nephew T Harish Rao.

The new ministers KTR, Harishrao, Satyavathi rathod, sabitha indra reddy, Puvvada Ajay kumar and Gangula Kamalakar have completed their oath ceremony at 4 pm held at Raj Bhavan in the presence of new Governor Tamilisai Soundararajan and Chief Minister K Chandrasekhar rao.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.