ETV Bharat / bharat

ଆଜି ଭାରତ ଆସୁଛନ୍ତି ଟ୍ରମ୍ପ, ଜାଣନ୍ତୁ ଗସ୍ତର କାର୍ଯ୍ୟସୂଚୀ

author img

By

Published : Feb 24, 2020, 7:50 AM IST

ଆଜିଠାରୁ 2 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତେବେ ଟ୍ରମ୍ପଙ୍କ ଭାରତ ଯାତ୍ରାର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି । ଜାଣନ୍ତୁ ଟ୍ରମ୍ପଙ୍କ 2ଦିନିଆ କାର୍ଯ୍ୟସୂଚୀ ସମ୍ବନ୍ଧରେ...

donald-trump
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଆଜିଠାରୁ 2 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ନିଜର ବହୁ ପ୍ରତିକ୍ଷିତ ଭାରତ ଯାତ୍ରା ପାଇଁ ସେ ଉଡାଣ ଭରିସାରିଛନ୍ତି । ଆଉ କିଛି ସମୟ ପରେ ସେ ଅହମଦାବାଦ ବିମାନ ବନ୍ଦରରେ ପହଞ୍ଚିବେ । ପ୍ରଧାନମନ୍ତ୍ରୀ ମୋଦି ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରିବେ ।

ତେବେ ଟ୍ରମ୍ପଙ୍କ ଭାରତ ଯାତ୍ରାର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି । ଜାଣନ୍ତୁ ଟ୍ରମ୍ପଙ୍କ 2ଦିନିଆ କାର୍ଯ୍ୟସୂଚୀ ସମ୍ବନ୍ଧରେ...

24 ଫେବୃଆରୀ(ସୋମବାର)

  • 11ଟା 40 ମିନିଟ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅହମଦାବାଦର ସର୍ଦ୍ଦାର ବଲ୍ଲବ ଭାଇପଟେଲ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ପହଞ୍ଚିବେ ।
  • 12ଟା 15 ମିନିଟ: ସାବରମତୀ ଆଶ୍ରମ ଯିବେ ।
  • 1ଟା 5 ମିନିଟ: ମୋଟେରା ଷ୍ଟାଡିୟମରେ ଆୟୋଜିତ 'ନମସ୍ତେ ଟ୍ରମ୍ପ' କାର୍ଯ୍ୟକ୍ରମରେ ପହଞ୍ଚିବେ ।
  • 3 ଟା 30 ମିନିଟ: ଆଗ୍ରା ଅଭିମୁଖେ ବାହାରିବେ ।
  • 4 ଟା 45 ମିନିଟ: ଆଗ୍ରା ପହଞ୍ଚିବେ ।
  • 5 ଟା 15 ମିନିଟ: ତାଜମହଲ ପରିଦର୍ଶନ କରିବେ ।
  • 6 ଟା 45 ମିନିଟ: ଦିଲ୍ଲୀ ଅଭିମୁଖେ ବାହାରିବେ ।
  • 7ଟା 30 ମିନିଟ: ଦିଲ୍ଲୀ ପହଞ୍ଚିବେ ।

25 ଫେବୃଆରୀ(ମଙ୍ଗଳବାର)

  • ସକାଳ 10 : ରାଷ୍ଟ୍ରପତି ଭବନରେ ସ୍ବାଗତ ସମ୍ବର୍ଦ୍ଧନା ।
  • ସକାଳ 10ଟା 30: ରାଜଘାଟ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।
  • ସକାଳ 11: ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ବିପାକ୍ଷିକ ବୈଠକ କରିବେ ।
  • 12ଟା 40 ମିନିଟ: ହାଇଦ୍ରାବାଦ ହାଉସରେ ଚୁକ୍ତି ହେବ । ଏହାପରେ ମିଳିତ ଭାବରେ ବୟାନ ଜାରି କରିବେ ।
  • ସନ୍ଧ୍ୟା 7 ଟା 30 ମିନିଟ: ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ବୈଠକ କରିବେ ।
  • ରାତି 10 : ଆମେରିକା ଅଭିମୁଖେ ଉଡାଣ ଭରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.