ETV Bharat / bharat

ଦିଲ୍ଲୀର ଡାକ୍ତର ଏବଂ ନର୍ସମାନେ ଲଗାତାର କରିବେ 14 ଦିନ କାମ - delhi corona news

କୋରୋନା ପାଇଁ ଦିଲ୍ଲୀରେ ଡାକ୍ତର ଓ ନର୍ସ ମାନେ 14 ଦିନ କାମ କରିବା ପରେ ସେମାନଙ୍କୁ ଦୁଇ ସପ୍ତାହର ବିରତୀ ଦିଆଯିବାକୁ ସୋମବାର ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

delhi
ଦିଲ୍ଲୀର ଡାକ୍ତର ଏବଂ ନର୍ସମାନେ ଲଗାତାର କରିବେ 14 ଦିନ କାମ
author img

By

Published : Mar 30, 2020, 11:57 PM IST

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଡାକ୍ତରଖାନାଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, କ୍ରମାଗତ ଭାବେ 14 ଦିନ ଧରି କାମ କରୁଥିବା ଡାକ୍ତର, ନର୍ସ ଏବଂ ପାରା-ମେଡିକାଲ୍ କର୍ମଚାରୀଙ୍କୁ ଦୁଇ ସପ୍ତାହର ବିରତି ଦିଆଯାଏ ।

delhi
ଦିଲ୍ଲୀର ଡାକ୍ତର ଏବଂ ନର୍ସମାନେ ଲଗାତାର କରିବେ 14 ଦିନ କାମ

ଏକ ଆଦେଶରେ ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ, କର୍ମଚାରୀମାନେ ଦୁଇଟି ସିଫ୍ଟରେ କାମ କରିବେ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ବାରା ଅନୁମୋଦିତ ଏହି ଆଦେଶରେ କୁହାଯାଇଛି ଯେ, ଦଶ ଘଣ୍ଟା (ସକାଳ 8 ରୁ 6 ଟା) ଏବଂ 14 ଘଣ୍ଟା (ସନ୍ଧ୍ୟା 6 ରୁ 8 ଟା) ମଧ୍ୟରେ ଦୁଇଟି ସିଫ୍ଟରେ କ୍ବାରେଣ୍ଟାଇନ୍ ସୁବିଧା ସହିତ କୋଭିଡ-19 ସହ ଲଢେଇ ପାଇଁ ନିର୍ଦ୍ଦିଷ୍ଟ ଡାକ୍ତରଖାନା ଏବଂ ଡାକ୍ତରୀ ଦଳ ଗୁଡିକୁ ପରିଚାଳନା କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏହି ଆଦେଶରେ ସମାନ କାର୍ଯ୍ୟ ଦିବସ ପୂର୍ବରୁ କର୍ମଚାରୀମାନଙ୍କୁ 14 ଦିନ ବିରତି ଦେବାକୁ କୁହାଯାଇଛି । ଏହି ଆଦେଶରେ ଆହୁରି ମଧ୍ୟ କୁହାଯାଇଛି ଯେ, "ଡାକ୍ତର, ନର୍ସ ଏବଂ ପାରା-ମେଡିକାଲ କର୍ମଚାରୀମାନେ 14 ଦିନ ନିରନ୍ତର କାର୍ଯ୍ୟ କରିବେ ଏବଂ ଏହା ପରେ ସେମାନଙ୍କୁ ଦୁଇ ସପ୍ତାହ ବିରତି ଦିଆଯିବ। ଏହି ସମଗ୍ର ଅବଧି ମଧ୍ୟରେ ଡାକ୍ତର, କର୍ମଚାରୀ, ନର୍ସ ଏବଂ ପାରା ମେଡିକାଲ କର୍ମଚାରୀମାନେ ଡାକ୍ତରଖାନାରେ ରହିବେ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.