ETV Bharat / bharat

ଦୂର ହେଉନି ଦିଗବିଜୟଙ୍କ ଇଭିଏମ ଚିନ୍ତା, ନିଜେ କଲେ ଯାଞ୍ଚ - EVM

ପ୍ରଶାସନ ଉପରୁ ଭରସା ତୁଟାଇ କଂଗ୍ରେସ ନେତା ଦିଗବିଜୟ ସିଂହ ନିଜେ କରିଛନ୍ତି ଇଭିଏମ୍ ଯାଞ୍ଚ ।

ଫଟୋ ସୌଜନ୍ଯ: ଏଏନଆଇ
author img

By

Published : May 22, 2019, 10:43 AM IST

ଭୋପାଳ: ନିର୍ବାଚନ କମିଶନ ଉପରେ ନାହିଁ ଭରସା । ସୁରକ୍ଷା ବ୍ୟବସ୍ଥା ସଠିକ ନଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ସମେତ ସମସ୍ତ ବିରୋଧୀ ପାର୍ଟି । ଏହାରି ଭିତରେ ମଙ୍ଗଳବାର ଭୋପାଳ ସଂସଦୀୟ କ୍ଷେତ୍ରର କଂଗ୍ରେସ ପ୍ରାର୍ଥୀ ଦିଗବିଜୟ ସିଂହ ପ୍ରଶାସନ ଉପରୁ ଭରସା ତୁଟାଇ ନିଜେ କରିଛନ୍ତି ଇଭିଏମର ଯାଞ୍ଚ ।

ଭୋଟ ଗଣନା ହେବା ପାଇଁ ଇଭିଏମ ସ୍ଥାନାନ୍ତରିତ ହେଉଥିବା ବେଳେ ଦିଗବିଜୟ ନିଜେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି । ଜିଲ୍ଲା କାରାଗାରରେ ପହଁଞ୍ଚିବା ପରେ ଭିଭିପାଟ୍ ଏବଂ ଇଭିଏମ ସଠିକ ସ୍ଥାନରେ ରହିଛି କି ନାହିଁ ସୁରକ୍ଷାକର୍ମୀଙ୍କୁ ପଚାରିବା ସହ ସିସିଟିଭି କ୍ୟାମେରାରେ ସମସ୍ତ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଗୋଟିଏ ପଟେ ପ୍ରାକ୍ ନିର୍ବାଚନୀ ଆକଳନରେ ବିଜେପି ନେତୃତ୍ବାଧିନ ଏନଡିଏକୁ ବହୁମତ ମିଳୁଥିବା ବେଳେ ଇଭିଏମ ସୁରକ୍ଷିତ ନଥିବା ଆରୋପ ଆଣିବା ସହ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛି କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ।

Intro:Body:

sgdsd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.