ETV Bharat / bharat

ନବବର୍ଷର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

author img

By

Published : Jan 1, 2020, 11:00 AM IST

ନବବର୍ଷ ଉପଲକ୍ଷେ ଟ୍ବିଟରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

#dharmendra pradhan
ନୂଆବର୍ଷର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ହାଇଦ୍ରାବାଦ: ନୂତନ ବର୍ଷର ଆଗମନରେ ଦେଶବ୍ୟାପୀ ଖୁସିର ଲହରି ଖେଳିଯାଇଛି । ସମସ୍ତେ ବର୍ଷର ପ୍ରଥମ ଦିନକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରୁଛନ୍ତି । ନବବର୍ଷ ଉପଲକ୍ଷେ ଟ୍ବିଟରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

#dharmendra pradhan
@dpradhanbjp

ସେ ଟ୍ବିଟ କରି କହିଛନ୍ତି 'ବର୍ଷ 2020 ଆପଣ ଓ ଆପଣଙ୍କ ପ୍ରିୟଜନଙ୍କ ଜୀବନରେ ନୂଆ ଆଶା, ସୁଖ ଓ ସମୃଦ୍ଧି ଭରିଦେଉ'।

Intro:Body:

dafg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.