ETV Bharat / bharat

କୋରୋନା ପାଇଁ କଳା ମାଧ୍ୟମରେ ସଚେତନତା

କୋରୋନା ପାଇଁ ଧୋନ ପୋଲିସ ନିଆରା ସଚେତନତା । ଜମରାଜ, ଚିତ୍ରଗୁପ୍ତ ଓ କୋରୋନା ଭାବେ 3 ବ୍ୟକ୍ତିଙ୍କୁ ନିଆରା କଳା ମାଧ୍ୟମରେ ଦେଲେ ବାର୍ତ୍ତା । ଅଧିକ ପଢନ୍ତୁ....

dhone-police-creating-awareness-among-people-by-local-artists-coronavirus
କୋରୋନା ପାଇଁ କଳା ମାଧ୍ୟମରେ ସଚେତନାତା
author img

By

Published : Apr 1, 2020, 6:28 PM IST

ଅମରାବତୀ : କୋରୋନାକୁ ନେଇ ସବୁଠି ଭୟ ଓ ଆତଙ୍କ । ବିଶ୍ବର ସବୁଠୁ ବଡ ସମସ୍ୟା ହୋଇ ମୁଣ୍ତ ଟେକିଛି କୋରୋନା ଭାଇରସ । ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କିଛି କମ ନାହିଁ । କୋରୋନା ପାଇଁ କୈଣସି ପ୍ରତିଷେଧକ ବାହାରି ନଥିବା ବେଳେ ସତର୍କତା ଓ ସଚେତନତା ଦ୍ବାରା ହିଁ ଏହାକୁ ରୋକା ଯାଇ ପାରିବ । କୋରୋନା ସଂକ୍ରମଣକୁ ରୋକିବା ପାଇଁ ସରାକାର ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି ।

ସଚେତନତା କାର୍ଯ୍ୟକ୍ରମକୁ ଦୁଇ ପାଦ ଆଗେଇ ନେଇଛନ୍ତି ଆନ୍ଧ୍ରପ୍ରଦେଶ କୁର୍ନଲ ଜିଲ୍ଲାର ଧୋନ ପୋଲିସ । କୋରୋନା ସଚେତନତା ପାଇଁ ସ୍ଥାନୀୟ କଳାକାରଙ୍କ ଦ୍ବାରା ଜମରାଜ , ଚିତ୍ରଗୁପ୍ତ ଓ କୋରୋନା ଭାବେ 3 ବ୍ୟକ୍ତିଙ୍କୁ ସଜାଇ ନିଆରା ଢଙ୍ଗରେ ଲୋକଙ୍କୁ ସଚେତନ କରାଇଛି ପୋଲିସ । ଲକ ଡାଉନ ସମୟରେ ଲୋକଙ୍କୁ ଘରେ ରହିବାକୁ କହିବା ସହିତ ବାହାରକୁ ନ ବାହାରିବା ପାଇଁ କହିଛନ୍ତି ଥାନା ଅଧିକାରୀ ସୁଧାକର ରେଡ୍ଡୀ ।

ସୌଜନ୍ୟ @ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.