ETV Bharat / bharat

ଫଡ଼ନାଭିସ ହେଲେ ବିରୋଧୀ ଦଳ ନେତା

author img

By

Published : Dec 1, 2019, 1:28 PM IST

ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହେଲେ ଦେବେନ୍ଦ୍ର ଫଡ଼ନାଭିସ ।

devendra-fadanvis
ଫାଇଲ ଫଟୋ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହେଲେ ଦେବେନ୍ଦ୍ର ଫଡ଼ନାଭିସ । ସଦନର ନବ ନିଯୁକ୍ତ ବାଚସ୍ପତି ନାନା ପାଟୋଲେ ଏନେଇ ଘୋଷଣା କରିଛନ୍ତି । ତେବେ ଶିବସେନା, ଏନସିପି ଏବଂ କଂଗ୍ରେସର ବରିଷ୍ଠ ନେତା ଫଡନାଭିସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଏହା ପୂର୍ବରୁ କଂଗ୍ରେସର ବରିଷ୍ଠ ବିଧାୟକ ନାନା ପାଟୋଲେଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଥିଲା । ବିଜେପି ପ୍ରାର୍ଥୀ କିସାନ କଥୋରେ ନିଜ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ପରେ ପାଟୋଲେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.