ETV Bharat / bharat

ଦଙ୍ଗାକୁ ନେଇ ଦିଲ୍ଲୀ ପୋଲିସକୁ ମହିଳା ଆୟୋଗଙ୍କ ଚିଠି

author img

By

Published : Feb 29, 2020, 10:02 AM IST

ଦିଲ୍ଲୀ ମହିଳା ଆୟୋଗ ଦଙ୍ଗା ସମ୍ପର୍କରେ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛନ୍ତି । ଦିଲ୍ଲୀରେ ହିଂସା ସମୟରେ ଦିଲ୍ଲୀ ପୋଲିସର ହେଲ୍ପଲାଇନ ନମ୍ବରରେ ମହିଳା ଓ ଯୁବତୀମାନେ ଡାଏଲ କରିଥିଲେ କିନ୍ତୁ ପୋଲିସ ପକ୍ଷରୁ କୌଣସି ପ୍ରକାର ସାହାଯ୍ଯ କରାଯାଇନାହିଁ । ଅଧିକ ପଢନ୍ତୁ...

delhi-women-commission-issues-notice-to-delhi-police-on-delhi-riots
ଦଙ୍ଗାକୁ ନେଇ ଦିଲ୍ଲୀ ପୋଲିସକୁ ଦିଲ୍ଲୀ ମହିଳା ଆୟୋଗଙ୍କ ଚିଠି

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା ଆୟୋଗ ଦଙ୍ଗା ସମ୍ପର୍କରେ ପୋଲିସକୁ ନୋଟିସ ଜାରି କରିଛି । ଦିଲ୍ଲୀରେ ହିଂସା ସମୟରେ ଦିଲ୍ଲୀ ପୋଲିସର ହେଲ୍ପଲାଇନ ନମ୍ବରରେ ମହିଳା ଓ ଯୁବତୀମାନେ ଡାଏଲ କରିଥିଲେ କିନ୍ତୁ ପୋଲିସ କୌଣସି ପ୍ରକାର ସାହାଯ୍ୟ କରିନାହିଁ। ଏହାକୁ ନେଇ ଦିଲ୍ଲୀ ମହିଳା ଆୟୋଗ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛନ୍ତି ।

ଦିଲ୍ଲୀରେ ଦଙ୍ଗା ସମୟରେ ମହିଳା ଆୟୋଗ ହେଲ୍ପଲାଇନ ନଂ 181 ରେ ମହିଳା ଓ ଯୁବତୀମାନେ ଫୋନ କରି ସାହାଯ୍ୟ ମାଗିଥିଲେ । କିନ୍ତୁ ଦିଲ୍ଲୀ ପୋଲିସ ପକ୍ଷରୁ କୌଣସି ସାହାଯ୍ୟ କରାଯାଇନାହିଁ । ମହିଳାଙ୍କ ସମସ୍ତ ଅଭିଯୋଗ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦିଲ୍ଲୀ ମହିଳା କମିଶନ ଦିଲ୍ଲୀ ପୋଲିସକୁ ଏକ ନୋଟିସ ଜାରି କରିଛନ୍ତି । ଏହା ସହିତ ଏପର୍ଯ୍ୟନ୍ତ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ପ୍ରଶ୍ନ ପଚାରିଛନ୍ତି ।

ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ଦଙ୍ଗା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ । ଦଙ୍ଗା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପାଇଁ ଦିଲ୍ଲୀର ଗିରି ଅଞ୍ଚଳରେ ପହଞ୍ଚିଥିଲେ, ଏହି ସମୟରେ ସେ ଉତ୍ତର ପୂର୍ବ ଦିଲ୍ଲୀର ଚାନ୍ଦ ବାଗ, କରାଭାଲ ନଗର, ଭଜନପୁର ସମେତ ଅନେକ ଅଞ୍ଚଳରେ ପହଞ୍ଚିଥିଲେ। ମହିଳାମାନଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.