ETV Bharat / bharat

ଦିଲ୍ଲୀ ହିଂସା: ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ସ୍ଥିତି ଅବଗତ କରାଇଲେ ଉପରାଜ୍ୟପାଳ

ଦିଲ୍ଲୀ ହିଂସାର ବର୍ତ୍ତମାନ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଅବଗତ କରାଇଲେ ଉପରାଜ୍ୟପାଳ ଅନିଲ ବୈଜଲ । ଅଧିକ ପଢନ୍ତୁ...

Delhi Violence
ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଅବଗତ କରାଇଲେ ଉପରାଜ୍ୟପାଳ
author img

By

Published : Mar 2, 2020, 11:18 PM IST

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାର ବର୍ତ୍ତମାନ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଅବଗତ କରାଇଲେ ଉପରାଜ୍ୟପାଳ ଅନିଲ ବୈଜଲ । ସୋମବାର ସକାଳୁ ସଂସଦରେ ହୋଇଥିବା ଏହି ବୈଠକରେ ସଂସଦୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଉପସ୍ଥିତ ଥିଲେ ।

ତେବେ ଉପରାଜ୍ୟପାଳ ବୈଜଲ ପ୍ରଧାନମନ୍ତ୍ରୀଙ୍କୁ ଦିଲ୍ଲୀ ସ୍ଥିତି ତଥା ଦିଲ୍ଲୀ ସରକାରଙ୍କ ସହିତ ପୋଲିସ ଦ୍ବାରା ଏହି ଘଟଣାରେ ନିଆଯାଉଥିବା ପଦକ୍ଷେପର ସୂଚନା ଦେବାନେଇ ବୈଠକ ବସିଥିଲା । କଂଗ୍ରେସ ପକ୍ଷରୁ ସୋମବାର ଲୋକସଭାରେ ଦିଲ୍ଲୀ ହିଂସାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଜବାବ ମଗାଯାଇଛି । ଆଉ ଏହି ମାମଲାରେ ଗୃହମନ୍ତ୍ରୀ ବୟାନ ଦେବା ସହ ସମାଧାନ ପାଇଁ ରଣନୀତି ପ୍ରସ୍ତୁତ ହେଉଥିବା କଂଗ୍ରେସ କହିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.