ETV Bharat / bharat

ଆନ୍ଦୋଳନକାରୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତାରୋକ କରିପାରିବେ ନାହିଁ: ସୁପ୍ରିମକୋର୍ଟ - sahinbagh issue

ନାଗରିକତା ସଂଶୋଧନ ଆଇନ ଏବଂ ନ୍ୟାଶନାଲ ରେଜିଷ୍ଟର ଫର୍ ସିଟିଜେନ (ଏନଆରସି) ବିରୋଧରେ ଗତ  ଦୁଇ ମାସ ହେବ ଦିଲ୍ଲୀର ଶାହିନବାଗରେ ଚାଲିଥିବା ଆନ୍ଦୋଳନକୁ ନେଇ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକାରୀ ମାନେ ରାସ୍ତା ବନ୍ଦ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଅଧିକ ପଢନ୍ତୁ...

delhi shaheen bagh anti caa nrc protest supreme court hearing
ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକାରୀ ମାନେ ରାସ୍ତା ବନ୍ଦ କରିପାରିବେ ନାହିଁ
author img

By

Published : Feb 10, 2020, 2:11 PM IST

Updated : Feb 10, 2020, 3:01 PM IST

ନୂଆଦିଲ୍ଲୀ: ଶାହିନବାଗ ପ୍ରଦର୍ଶନ ବିରୋଧରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ନାଗରିକତା ସଂଶୋଧନ ଆଇନ ଏବଂ ନ୍ୟାଶନାଲ ରେଜିଷ୍ଟର ଫର୍ ସିଟିଜେନ (ଏନଆରସି) ବିରୋଧରେ ଗତ ଦୁଇ ମାସ ହେବ ଦିଲ୍ଲୀର ଶାହୀନବାଗରେ ଚାଲିଥିବା ଆନ୍ଦୋଳନକୁ ନେଇ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ତେବେ ଆନ୍ଦୋଳନକାରୀଙ୍କୁ ହଟାଇବା ପାଇଁ ସୁପ୍ରିମକୋର୍ଟ ଆଦେଶ ଦେବା ପାଇଁ ସିଧାସଳଖ ମନା କରିଦେଇଥିବା ବେଳେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକାରୀ ମାନେ ରାସ୍ତା ବନ୍ଦ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ତେବେ ଏହି ମାମଲାର ଆଗାମୀ ଶୁଣାଣି ଆସନ୍ତା ଫେବୃଆରୀ ୧୭ରେ ସୁପ୍ରିମକୋର୍ଟ ହେବ । ତେବେ ଅଦାଲତ କହିଛନ୍ତି, ଯଦି ଏହି ରାୟର ଶୁଣାଣି ପାଇଁ ଏତେ ଦିନ ଅପେକ୍ଷା କରିଛନ୍ତି, ତେବେ ଆଉ ଏକ ସପ୍ତାହ ଅପେକ୍ଷା କରିବାକୁ ହେବ । ଜଷ୍ଟିସ ସଞ୍ଜୟ କିଶନ କୌଲ, ଜଷ୍ଟିସ କେ.ଏମ ଜୋସେଫଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି । ପୋଲିସ ଏବଂ ସରକାରଙ୍କୁ ପକ୍ଷ ରଖିବାକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେମାନେ ପକ୍ଷ ରଖି ସାରିଲେ ଏହି ଆବେଦନର ରାୟ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।

Intro:Body:

SDF

Conclusion:
Last Updated : Feb 10, 2020, 3:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.