ETV Bharat / bharat

ଦିଲ୍ଲୀରେ ଆଇଏସଆଇଏସ ମଡ୍ୟୁଲର ପର୍ଦ୍ଦାଫାସ, 3 ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ - ଦିଲ୍ଲୀରେ ଆଇଏସଆଇଏସ ମଡ୍ୟୁଲର ପର୍ଦ୍ଦାଫାସ,

ବୁଧବାର ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ 3 ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି । ଏହି 3 ଜଣ ଆଇଏଆଇଏସ ଆତଙ୍କୀ ସଂଗଠନ ସହ ଜଡିତ ଥିବା ସନ୍ଦେହ କରାଯାଉଛି ।

3 terror suspects arrested
ପ୍ରତିକାତ୍ମକ ଫଟୋ
author img

By

Published : Jan 9, 2020, 4:58 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ମଡ୍ୟୁଲର ପର୍ଦ୍ଦାଫାସ କରିଛି ପୋଲିସ । ଗୁରୁବାର ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ 3 ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି । ଏହି 3 ଜଣ ଆଇଏଆଇଏସ ଆତଙ୍କୀ ସଂଗଠନ ସହ ଜଡିତ ଥିବା ସନ୍ଦେହ କରାଯାଉଛି । ଏମାନଙ୍କ ନିକଟରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛି ପୋଲିସ । ବର୍ତ୍ତମାନ ପୋଲିସର ସ୍ପେଶାଲ ସେଲ ସେମାନଙ୍କୁ ପଚାରା ଉଚାରା ଜାରି ରଖିଛି ।

ଗତ ବର୍ଷ ନଭେମ୍ବର ମାସରେ ମଧ୍ୟ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଆଇଏସଆଇଏସର 3 ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ଏମାନଙ୍କୁ ଆସାମର ଗୋପାଲପାଡାରୁ ଗିରଫ କରାଯାଇଥିଲା । ରାସମେଲରେ ହେବାକୁ ଥିବା ଏକ ମେଳାରେ ଆଇଡି ବିସ୍ପୋରଣର ଯୋଜନା ପ୍ରସ୍ତୁତ କରିଥିଲେ ଏହି ଆତଙ୍କବାଦୀ । ଏହାପରେ ସେମାନେ ଦିଲ୍ଲୀକୁ ଟାର୍ଗେଟ କରିବା ପାଇଁ ଯୋଜନା କରିଥିଲେ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.