ETV Bharat / bharat

ଦିଲ୍ଲୀରେ ବୃଦ୍ଧି ପାଉଛି ‘ଗୋଷ୍ଠୀ ସଂକ୍ରମଣ’: ସ୍ୱାସ୍ଥ୍ୟମନ୍ତ୍ରୀ - ଦିଲ୍ଲୀରେ ବୃଦ୍ଧି ପାଉଛି ‘ସ୍ଥାନୀୟ ସଂକ୍ରମଣ’

ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଶୁକ୍ରବାର କହିଛନ୍ତି ଯେ, କୋରୋନା ଭାଇରସ ସ୍ଥାନୀୟ ସଂକ୍ରମଣ ପର୍ଯ୍ୟାୟରେ ରହିଛି । କାରଣ ଏଠାରେ ଏକାଠି ରହୁଥିବା ଲୋକ ଅଧିକ କୋରୋନା ସଂକ୍ରମିତ ହେଉଛନ୍ତି ।

Delhi
ଦିଲ୍ଲୀରେ ବୃଦ୍ଧି ପାଉଛି ‘ସ୍ଥାନୀୟ ସଂକ୍ରମଣ’
author img

By

Published : Apr 25, 2020, 11:58 AM IST

ନୂଆଦିଲ୍ଲୀ: ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଶୁକ୍ରବାର କହିଛନ୍ତି ଯେ, କୋରୋନା ଭାଇରସ ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟରେ ରହିଛି । କାରଣ ଏଠାରେ ଏକାଠି ରହୁଥିବା ଲୋକ ଅଧିକ କୋରୋନା ସଂକ୍ରମିତ ହେଉଛନ୍ତି ।

ଗଣମାଧ୍ୟମକୁ ଏହି ସୂଚନା ଦେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ଥାନୀୟ ସଂକ୍ରମଣ ସେତେବେଳେ ହୁଏ ଯେତେବେଳେ ପରିବାର ସଂକ୍ରମିତ ଲୋକଙ୍କ ପାଖରେ ରୁହେ । ଏହି ସଂକ୍ରମଣ ଘନିଷ୍ଠ ସମ୍ପର୍କ ଥିବା ଲୋକଙ୍କ ମଧ୍ୟରେ ବ୍ୟାପିଛି । ସେ କହିଛନ୍ତି,‘ଲୋକମାନେ ବୁଝିବା ଆବଶ୍ୟକ ଯେ ଏହି ସଂକ୍ରମଣ ବିସ୍ତାର ହୋଇପାରେ। ସେଥିପାଇଁ ଆମେ ଅନୁରୋଧ କରୁଛୁ ଯେ ସମସ୍ତେ ଘର ଭିତରେ ରୁହନ୍ତୁ ’।

ରାଜଧାନୀର କଣ୍ଟେନମେଣ୍ଟ ଜୋନରୁ ବହୁ ସଂଖ୍ୟକ ପଜିଟିଭ୍ ମାମଲା ରହିଛି। ଦିଲ୍ଲୀରେ ସଂକ୍ରମଣକୁ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ କୋରୋନା ପ୍ରଭାବିତ ଦେଶରୁ ଯାତ୍ରା କରିଥିବା ଲୋକ ରହିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ସେମାନଙ୍କ ସମ୍ପର୍କରେ ଆସିଥିବା ଲୋକେ ମଧ୍ୟ ସଂକ୍ରମିତ ହେଉଛନ୍ତି । ତୃତୀୟରେ ଯେତେବେଳେ ସଂକ୍ରମଣର ଉତ୍ସ ଅଣସଂରକ୍ଷିତ ରଖିବା ଦ୍ବାରା ଭ୍ରମଣ କରିନଥିବା ଲୋକଙ୍କ ମଧ୍ୟରେ ଏହା ବ୍ୟାପୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.