ETV Bharat / bharat

ପ୍ଲାଜମା ଆବଶ୍ୟକତା ପାଇଁ ନୋଡାଲ ଅଫିସର ନିଯୁକ୍ତି ପାଇଁ ଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶ

ପ୍ଲାଜମା ବ୍ୟାଙ୍କରୁ ପ୍ଲାଜାର ସମନ୍ୱୟ, ଆବଶ୍ୟକତା ଏବଂ ବୀମା ପାଇଁ ଏକ ନୋଡାଲ ଅଫିସର ନିଯୁକ୍ତି କରିବାକୁ ମେଡିକାଲର ସୁପରିଟେଣ୍ଡେଣ୍ଟକୁ କହିଛନ୍ତି ଦିଲ୍ଲୀ ସରକାର ।

nodal officer
ପ୍ଲାଜମାର ଆବଶ୍ୟକତା ପାଇଁ ନୋଡାଲ ଅଫିସର ନିଯୁକ୍ତି କରିବାକୁ ଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶ
author img

By

Published : Jul 9, 2020, 4:28 PM IST

ନୂଆଦିଲ୍ଲୀ: ପ୍ଲାଜମା ବ୍ୟାଙ୍କରୁ ପ୍ଲାଜମା ସମନ୍ୱୟ, ଆବଶ୍ୟକତା ଏବଂ ବୀମା ପାଇଁ ଏକ ନୋଡାଲ ଅଫିସର ନିଯୁକ୍ତି କରିବାକୁ ମେଡିକାଲର ସୁପରିଟେଣ୍ଡେଣ୍ଟକୁ କହିଛନ୍ତି ଦିଲ୍ଲୀ ସରକାର ।

କନଭାଲେସେଣ୍ଟ ପ୍ଲାଜାର ଆନୁମାନିକ ଆବଶ୍ୟକତା ଏବଂ ଅଳ୍ପ ଉତ୍ସର ଅଭାବକୁ ଦୃଷ୍ଟିରେ ରଖି ଏହି ନୋଡାଲ ଅଫିସରମାନେ ଭଲ୍ୟୁଣ୍ଟାରୀ ପ୍ଲାଜମା ଦାତା ଯୋଗାଇବେ । ଯେଉଁଥିରେ ରିପ୍ଲେସମେଣ୍ଟ ଦାତଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ ।

କିଛି ଦିନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦେଶର ପ୍ରଥମ ପ୍ଲାଜମା ବ୍ୟାଙ୍କ ଲିଭର ଏବଂ ବିଲିୟାରି ସାଇନ୍ସ ଇନଷ୍ଟିଚ୍ୟୁଟରେ ଉଦଘାଟନ କରିଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଦିଲ୍ଲୀରେ ବର୍ତ୍ତମାନ 1 ଲକ୍ଷ 4 ହଜାର 864 ଆକ୍ରାନ୍ତ ରହିଛନ୍ତି । ଏଥିସହ ଏବେ ସୁଦ୍ଧା କୋରୋନା କାରଣରୁ 3213 ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.