ETV Bharat / bharat

ମତଦାନ କରୁଛନ୍ତି ଦିଲ୍ଲୀବାସୀ, ଦେଖନ୍ତୁ ଲାଇଭ ଅପଡେଟ୍... - delhi election-2020

delhi election live update
ମତଦାନ କରିବେ ଦିଲ୍ଲୀବାସୀ
author img

By

Published : Feb 8, 2020, 7:33 AM IST

Updated : Feb 8, 2020, 5:20 PM IST

17:17 February 08

ଦିଲ୍ଲୀ ନିର୍ବାଚନ-2020

ରିଠାଲର ବୁଦ୍ଧ ବିହାରଠାରେ ବିଜେପି ଓ ଆପ ମଧ୍ୟରେ ଗଣ୍ଡଗୋଳ.. ଦିଲ୍ଲୀ ପୋଲିସ ପିସିଆରକୁ ଫୋନ୍ କରିଥିବା ବେଳେ ଏସଏଚଓ ସେଠାରେ ପହଞ୍ଚି ଦୁଇ ପକ୍ଷକୁ ଶାନ୍ତ କରିଥିଲେ  । ତେବେ ଦୁଇ ପକ୍ଷଙ୍କ ତରଫରୁ କୌଣସି ମାମଲା ରୁଜୁ କରାଯାଇ ନାହିଁ...

17:13 February 08

ଦିଲ୍ଲୀ ନିର୍ବାଚନ-2020

ଅପରାହ୍ନ 5ଟା ମଧ୍ୟରେ 44.52 ପ୍ରତିଶତ ଭୋଟ ଗ୍ରହଣ...

17:06 February 08

ଦିଲ୍ଲୀ ନିର୍ବାଚନ-2020

ଦିଲ୍ଲୀର ନ୍ୟୁ ଅଶୋକନଗର ଅଞ୍ଚଳରେ ମହିଳାମାନେ ଲମ୍ବା ଧାଡିରେ ଠିଆ ହୋଇ ମତଦାନ କରୁଛନ୍ତି । ଦିନ 4ଟା ମଧ୍ୟରେ ଦିଲ୍ଲୀରେ 43 ପ୍ରତିଶତ ମତଦାନ ସରିଛି...

17:00 February 08

ଦିଲ୍ଲୀ ନିର୍ବାଚନ-2020

ଚାନ୍ଦିନୀଚୌକ ଆସନରୁ କଂଗ୍ରେସ ପ୍ରାର୍ଥୀ ଆଲକା ଲାମ୍ବା ଏକ ଭିଡିଓ ଜାରି କରିଛନ୍ତି ।  ଭିଡିଓରେ ଆଲକା ଲାମ୍ବା ଓ ଆମ ଆଦମୀ ପାର୍ଟିର ପ୍ରାର୍ଥୀ ପ୍ରହ୍ଲାଦ ସାହାଣୀ ନଜର ଆସିଛନ୍ତି । ଅଲକା ଦାବି କରିଛନ୍ତି, ବୁଥ ଭିତରକୁ ତାଙ୍କୁ ଯିବାକୁ ଦିଆଯାଉ ନାହିଁ ମାତ୍ର ଆମ ଆଦମୀ ପାର୍ଟିର ପ୍ରାର୍ଥୀ ବାରମ୍ବାର ଯିବାଆସିବା କରୁଛନ୍ତି ।

17:00 February 08

ଦିଲ୍ଲୀ ନିର୍ବାଚନ-2020

ଦିନ 4ଟା ସୁଦ୍ଧା 42.70 ପ୍ରତିଶତ ମତଦାନ ହୋଇଛି...

16:30 February 08

ଦିଲ୍ଲୀ ନିର୍ବାଚନ-2020

ଦିଲ୍ଲୀ ନିର୍ବାଚନ-2020
ଦିଲ୍ଲୀ ନିର୍ବାଚନ-2020

ଶାହିନବାଗରେ ଏବେବି ଲମ୍ବା ଧାଡିରେ ଲୋକେ ଠିଆ ହୋଇ ଭୋଟ ଦେଉଛନ୍ତି । ପୁରୁଷ ଓ ମହିଳା ଅଧିକ ସଂଖ୍ୟାରେ ଠିଆ ଭୋଇ ମତଦାନ ସାବ୍ୟସ୍ତ କରୁଛନ୍ତି...

16:29 February 08

ଦିଲ୍ଲୀ ନିର୍ବାଚନ-2020

ଦିନ 3ଟା ମଧ୍ୟରେ ଦିଲ୍ଲୀର ଜିଲ୍ଲା ଗୁଡିକର ଭୋଟିଂ ପ୍ରତିଶତ..
ଉତ୍ତର-ପଶ୍ଚିମ-46.30%
ଉତ୍ତର-ପୂର୍ବ-50.75%
ଦକ୍ଷିଣ-44.00%
ମଧ୍ୟ- 41.76%
ଦକ୍ଷିଣ ପଶ୍ଚିମ-43.20%
ପୂର୍ବ-46.46%
ପଶ୍ଚିମ-43.62%
ଉତ୍ତର-46.69%
ନୂଆଦିଲ୍ଲୀ-41.29%
ଶାହାଦରା-48.41%
ଦକ୍ଷିଣ ପୂର୍ବ-44.11%

15:59 February 08

ଦିଲ୍ଲୀ ନିର୍ବାଚନ-2020

ଭୋଟ ଦେଲେ  ସିପିଆଇ(ଏମ) ନେତା । ବରିଷ୍ଠ ନେତା ପ୍ରକାଶ କରାଟ ସଞ୍ଚାରଭବନରେ ମତଦାନ ସାବ୍ୟସ୍ତ କରିଛନ୍ତି...

15:35 February 08

ଦିଲ୍ଲୀ ନିର୍ବାଚନ-2020

ଦିଲ୍ଲୀ ନିର୍ବାଚନ ମତଦାନ ମଧ୍ୟରେ ଉତ୍ତରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଶୁଭକାମନା ଜଣାଇଛନ୍ତି । ଦିଲ୍ଲୀର କଲ୍ୟାଣ ଓ ନିରନ୍ତର ସେବା ପାଇଁ ଶୁଭକାମନା ଜଣାଇଛନ୍ତି...

15:33 February 08

15:20 February 08

ଦିଲ୍ଲୀ ନିର୍ବାଚନ-2020

ଶାହିନବାଗକୁ ନେଇ ପର୍ବେଶ ବର୍ମାଙ୍କ ଟାର୍ଗେଟ । ବିଜେପି ଏମପି ପର୍ବେଶ ବର୍ମା କହିଛନ୍ତି,‘ ଯଦି ଶାହିନବାଗ ଚିଲେଇ ଚିଲେଇ ଆପକୁ ଭୋଟ ଦିଅନ୍ତୁ ବୋଲି କହୁଛି ତେବେ ଆପଣମାନେ ବି ଘରୁ ବାହାରନ୍ତୁ ଓ ଦେଶଭକ୍ତ ଦଳକୁ ଭୋଟ ଦିଅନ୍ତୁ ’।

14:56 February 08

ଦିଲ୍ଲୀ ନିର୍ବାଚନ-2020

ଭୋଟ ଦେଇଛନ୍ତି ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । କମରାଜ ପୋଲିଂ ବୁଥରେ କରିଛନ୍ତି ମତଦାନ...

14:55 February 08

14:34 February 08

ଦିଲ୍ଲୀ ନିର୍ବାଚନ-2020

ଦିଲ୍ଲୀ ସିଲମପୁରା ବୁଥରେ ପ୍ରାୟ 200 ଲୋକ ଭୋଟ ଦେବା ପାଇଁ ଲାଇନରେ ଠିଆ ହୋଇଛନ୍ତି । ମୁସଲିମ ବହୁଳ ଏହି ଅଞ୍ଚଳରେ ମହିଳାମାନେ ବୁର୍ଖାରେ ନଜର ଆସିଛନ୍ତି । ସିଏଏକୁ ନେଇ ପ୍ରଥମେ ବିବାଦ ଏହି ଅଞ୍ଚଳରୁ ଆରମ୍ଭ ହୋଇଥିଲା । ପୋଲିଂ ସେଣ୍ଟର ବାହାରେ ଓ ଭିତରେ ଭିଡ ଲାଗି ରହିଛି । ବର୍ତ୍ତମାନ ବି ତମ୍ବୁ ତଳେ ଏନଆରସି ଓ ସିଏଏକୁ ନେଇ ପ୍ରତିବାଦ ଜାରି ରହିଛି ସେ ଅଞ୍ଚଳରେ...

14:25 February 08

ଦିଲ୍ଲୀ ନିର୍ବାଚନ-2020

କୁସ୍ତିଯୋଦ୍ଧା ସୁଶୀଲ କୁମାର ବାପରୋଲା ଗାଁରେ ନିଜ ପରିବାର ସହ ମତଦାନ କରିଛନ୍ତି...

13:41 February 08

ଦିଲ୍ଲୀ ନିର୍ବାଚନ-2020

ଭୋଟ ଦେଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରୋବର୍ଟ ଭଦ୍ରା ଓ ତାଙ୍କ ପୁଅ ରେହାନ ଭଦ୍ରା । ପ୍ରଥମ ଥର ପାଇଁ ଭୋଟ ଦେଇଛନ୍ତି ରେହାନ ଭଦ୍ରା । ଲୋଧି ସ୍ଥିତ ବୁଥ୍ ନମ୍ବର 114  ଓ 116ରେ ଦେଇଛନ୍ତି ଭୋଟ...

13:27 February 08

ଦିଲ୍ଲୀ ନିର୍ବାଚନ-2020

ଦିନ 1ଟା ସୁଦ୍ଧା 19.37 ପ୍ରତିଶତ ଭୋଟରଙ୍କ ମତଦାନ...

13:27 February 08

ଦିଲ୍ଲୀ ନିର୍ବାଚନ-2020

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଟଙ୍କା ବାଣ୍ଟିଥିବା ଆରୋପରେ ନିର୍ବାଚନ ଆୟୋଗ କଡା ପଦକ୍ଷେପ ନେଇଛି । ନିର୍ବାଚନ ଆୟୋଗ ଏହି ମାମଲାରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କଠାରୁ ରିପୋର୍ଟ ମାଗିଛନ୍ତି । ଆପ୍ ସାଂସଦ ସଞ୍ଜୟ ସିଂହ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଏହି ଅଭିଯୋଗ ଆଣିଥିଲେ...

13:19 February 08

ଦିଲ୍ଲୀ ନିର୍ବାଚନ-2020

ଦିଲ୍ଲୀ ପୋଲିସ ସହ ପାରାମିଲିଟାରୀ ଫୋର୍ସ ମିଶି ବିର୍ଜପୁରୀ ଠାରେ ଫ୍ଲାଗ୍ ମାର୍ଚ୍ଚ କରିଛନ୍ତି...ପୂର୍ବକ୍ଷେତ୍ରର କମିସନରେଟ ପୋଲିସ ଆଲୋକ କୁମାରଙ୍କ କହିବାନୁସାରେ,‘ ମତଦାନର  ସୂଚାରୁରୂପେ ସମ୍ପାଦନ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ସମସ୍ତ ବରିଷ୍ଠ ଅଧିକାରୀ ପ୍ୟାଟ୍ରୋଲିଂ କରୁଛନ୍ତି । ସମ୍ବେଦନଶୀଳ ବୁଥ୍ ଗୁଡିକରେ PCR  ଓ QRT ଫୋର୍ସ ମୁତୟନ ହୋଇଛନ୍ତି...

13:17 February 08

ଦିଲ୍ଲୀ ନିର୍ବାଚନ-2020

ନିର୍ବାଚନ କମିସନର ସୁନୀଲ ଅରୋରା ନିର୍ମାଣଭବନରେ ମତଦାନ କରିଛନ୍ତି ।

13:06 February 08

ଦିଲ୍ଲୀ ନିର୍ବାଚନ-2020

ଦିଲ୍ଲୀ ନିର୍ବାଚନ କମିସନର ସୁଶୀଲ ଚନ୍ଦ୍ରା, ପତ୍ନୀ ନିଲୁ ଚନ୍ଦ୍ରାଙ୍କ ସହ ବୁଥ୍ ନମ୍ବର 99ରେ ଭୋଟ ଦେଇଛନ୍ତି...

12:34 February 08

ଦିଲ୍ଲୀ ନିର୍ବାଚନ-2020

ମତଦାନ କରିବେ ଦିଲ୍ଲୀବାସୀ
ମତଦାନ କରିବେ ଦିଲ୍ଲୀବାସୀ

ପୂର୍ବ ଦିଲ୍ଲୀର ବିଜେପି ସାଂସଦ ଗୌତମ ଗମ୍ଭୀର ରାଜେନ୍ଦ୍ର ନଗରରୁ ଭୋଟ ଦେଇଛନ୍ତି...

12:18 February 08

ଦିଲ୍ଲୀ ନିର୍ବାଚନ-2020

ଦିଲ୍ଲୀ ନିର୍ବାଚନ-2020
ଦିଲ୍ଲୀ ନିର୍ବାଚନ-2020

ଭୋଟ ଦେଲେ ବିଜେପି ସାଂସଦ ମନୋଜ ତିୱାରୀ.. ତାଙ୍କ ସିକ୍ସ ସେନ୍ସ ଅନୁସାରେ ଏଥିର ଦିଲ୍ଲୀ ଆସନ ବିଜେପି ଜିତିବ ବୋଲି ସେ କହିଛନ୍ତି...

12:17 February 08

ଦିଲ୍ଲୀ ନିର୍ବାଚନ-2020

ଦିଲ୍ଲୀ ନିର୍ବାଚନ-2020
ଦିଲ୍ଲୀ ନିର୍ବାଚନ-2020

ବରିଷ୍ଠ ବିଜେପି ନେତା ଏଲକେ ଆଡଭାନୀ ଓ ଝିଅ ପ୍ରତିଭା ଆଡଭାନୀ ଔରଙ୍ଗଜେବ୍ ଲେନରେ ଭୋଟ ଦେଇଛନ୍ତି...

12:13 February 08

ଦିଲ୍ଲୀ ନିର୍ବାଚନ-2020

ଦିଲ୍ଲୀ ନିର୍ବାଚନ-2020
ଦିଲ୍ଲୀ ନିର୍ବାଚନ-2020

ଦିଲ୍ଲୀ ନିର୍ବାଚନ କମିସନର ଅଶୋକ ଲଭାସା ଓ ବରିଷ୍ଠ କଂଗ୍ରେସ ନେତା କରନ ସିଂହ ଚାଣକ୍ୟପୁରୀ ପୋଲିଂ ବୁଥରେ ଭୋଟ ଦେଇଛନ୍ତି...

12:07 February 08

ଦିଲ୍ଲୀ ନିର୍ବାଚନ-2020

ମତଦାନ କରିବେ ଦିଲ୍ଲୀବାସୀ

ମତଦାନ ମଧ୍ୟରେ ମତଭେଦ । ଆପ୍ କର୍ମୀଙ୍କୁ ଚାପୁଡା ମାରିଲେ କଂଗ୍ରେସ ପ୍ରାର୍ଥୀ ଆଲକା ଲାମ୍ବା । ଆପ୍ ଓ କଂଗ୍ରେସ କର୍ମୀଙ୍କ କନ୍ଦଳ ମଧ୍ୟରେ ଆଲକା ଲାମ୍ବା ଚାପୁଡା ମାରୁଥିବାର ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ଆପ ନେତା ସଞ୍ଜୟ ସିଂହ କଂଗ୍ରେସ ବିରୋଧରେ ନିର୍ବାଚନ କମିସନଙ୍କୁ ଅଭିଯୋଗ କରିବେ...

12:03 February 08

ଦିଲ୍ଲୀ ନିର୍ବାଚନ-2020

ମତଦାନ କରିବେ ଦିଲ୍ଲୀବାସୀ
ମତଦାନ କରିବେ ଦିଲ୍ଲୀବାସୀ

ଭୋଟ ଦେବା ପରେ କେଜ୍ରିୱାଲ ଟ୍ବିଟ କରି ଲେଖିଛନ୍ତି,‘ ଯେବେଠୁ ଏକ ଟେଲିଭିଜନ ଶୋ'ରେ ମୁଁ ହନୁମାନ ଚାଳିସା ଗାଇଛି,ସେବେଠୁ ବିଜେପି ମତେ ଲଗାତାର ଥଟ୍ଟା ପରିହାସ କରିଚାଲିଛି । କାଲି ମୁଁ ହନୁମାନ ମନ୍ଦିର ଯାଇଥିଲି । ଏହାପରେ ବିଜେପି କହିଥିଲା ମୁଁ ମନ୍ଦିର ଗଲା ପରେ ମନ୍ଦିର ଅପବିତ୍ର ହୋଇଗଲା । ଏହା କେଉଁ ପ୍ରକାର ରାଜନୀତି? ଭଗବାନ ତ' ସମସ୍ତଙ୍କର, ସେ ସମସ୍ତଙ୍କୁ ଆର୍ଶିବାଦ ଦେଇଥାନ୍ତି , ବିଜେପିକୁ ମଧ୍ୟ ’ ।

11:56 February 08

ଦିଲ୍ଲୀ ନିର୍ବାଚନ-2020

ମତଦାନ କରିବେ ଦିଲ୍ଲୀବାସୀ
ମତଦାନ କରିବେ ଦିଲ୍ଲୀବାସୀ

ଅରବିନ୍ଦ କେଜ୍ରିୱାଲ ମନ୍ଦିରଙ୍କୁ ଅପବିତ୍ର କରୁଥିବା କହିଥିଲେ ବିଜେପି ନେତା ମନୋଜ ତିୱାରୀ । ଗୋଟେ ହାତରେ ଯୋତା ଖୋଲି ସେହି ହାତରେ ହନୁମାନଙ୍କୁ ମାଳ ପିନ୍ଧାଇଲେ । ଯେବେ ମିଥ୍ୟା ଭକ୍ତ ଆସିଥାନ୍ତି ତ' ଏପରି ହିଁ ହୋଇଥାଏ  ବୋଲି ମନୋଜ ତିୱାରୀ କହିଛନ୍ତି ।

11:52 February 08

ଦିଲ୍ଲୀ ନିର୍ବାଚନ-2020

ମତଦାନ କରିବେ ଦିଲ୍ଲୀବାସୀ

ଦିନ 11ଟା ସୁଦ୍ଧା ମୋଟ  6.96 ପ୍ରତିଶତ ଭୋଟ  ଗ୍ରହଣ...

11:38 February 08

11:25 February 08

11:14 February 08

ଦିଲ୍ଲୀ ନିର୍ବାଚନ-2020

ମତଦାନ କରିବେ ଦିଲ୍ଲୀବାସୀ
ମତଦାନ କରିବେ ଦିଲ୍ଲୀବାସୀ

 କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ନୂଆଦିଲ୍ଲୀର ନିର୍ମାଣଭବନରେ  ପହଞ୍ଚିଛନ୍ତି... ଝିଅ ପ୍ରିୟାଙ୍କା ଗାନ୍ଧୀଙ୍କ ସହ ପହଞ୍ଚି ଭୋଟ ଦେଇଛନ୍ତି ... ବୁଥ୍ ନମ୍ବର 114 ଓ 116ରେ ମତଦାନ କରିଛନ୍ତି... 

11:09 February 08

10:57 February 08

ଦିଲ୍ଲୀ ନିର୍ବାଚନ-2020

delhi election live update
ମତଦାନ କରିବେ ଦିଲ୍ଲୀବାସୀ

ଭୋଟ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପତ୍ନୀ ସବିତା କୋବିନ୍ଦ ସହ ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରିୟ ବିଦ୍ୟାଳୟରେ ଭୋଟ ଦେଇଛନ୍ତି...

10:57 February 08

ଦିଲ୍ଲୀ ନିର୍ବାଚନ-2020

ମତଦାନ କରିବେ ଦିଲ୍ଲୀବାସୀ

ପରିବାର ସହ ଭୋଟ ଦେଇଛନ୍ତି ଅରବିନ୍ଦ କେଜ୍ରିୱାଲ । ପ୍ରଥମ ଥର ଭୋଟ ଦେଇଛନ୍ତି କେଜ୍ରିୱାଲଙ୍କ ପୁଅ... ସେ ଯୁବପୀଢୀଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି...

10:46 February 08

ଦିଲ୍ଲୀ ନିର୍ବାଚନ-2020

delhi election live update
ମତଦାନ କରିବେ ଦିଲ୍ଲୀବାସୀ

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ପାଟପରଗଞ୍ଜ ପ୍ରାର୍ଥୀ ମନିଶ ସିସୋଦୀୟ  ନିଜ ପତ୍ନୀ ସୀମା ସିସୋଦୀୟଙ୍କ ସହ ପାଣ୍ଡବ ନଗରରେ ଭୋଟ ଦେଇଛନ୍ତି...

10:35 February 08

ଦିଲ୍ଲୀ ନିର୍ବାଚନ-2020

ମତଦାନ କରିବେ ଦିଲ୍ଲୀବାସୀ

ନିର୍ବାଚନ ମଧ୍ୟରେ ଦୁଃଖଦ ଖବର... ଉତ୍ତର ଦିଲ୍ଲୀ ବାବରପୁର ନିର୍ବାଚନ ଅଫିସରଙ୍କ ଅଚାନକ ମୃତ୍ୟୁ...ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା...

10:32 February 08

10:20 February 08

10:08 February 08

ଦିଲ୍ଲୀ ନିର୍ବାଚନ-2020

ମା ଙ୍କ ଆର୍ଶିବାଦ ନେଇ ମତଦାନ କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ... ବିଜେପିର ସୁନୀଲ ଯାଦବ ଓ କଂଗ୍ରେସର ରମେଶ ସାବରୱାଲା ସହ କରୁଛନ୍ତି ପ୍ରତିଯୋଗିତା...

10:05 February 08

ଦିଲ୍ଲୀ ନିର୍ବାଚନ-2020

delhi election live update
ମତଦାନ କରିବେ ଦିଲ୍ଲୀବାସୀ

ବିଜେପି ଏମପି ମୀନାକ୍ଷି ଲେଖି ଦିଲ୍ଲୀର ଦକ୍ଷିଣ ଏକ୍ସଟେନସନ ପାର୍ଟ-3ରେ ମତଦାନ କରିଛନ୍ତି...

09:58 February 08

ଦିଲ୍ଲୀ ନିର୍ବାଚନ-2020

ମତଦାନ କରିବେ ଦିଲ୍ଲୀବାସୀ

ସକାଳ 9ଟା 25 ସୁଦ୍ଧା ଦିଲ୍ଲୀର ଭୋଟ ଗ୍ରହଣ ମୋଟ 2.8ପ୍ରତିଶତ ରହିଛି...

09:41 February 08

ଦିଲ୍ଲୀ ନିର୍ବାଚନ-2020

delhi election live update
ମତଦାନ କରିବେ ଦିଲ୍ଲୀବାସୀ

ଆମ ଆଦମୀ ପାର୍ଟିର ବିଧାୟକ ତଥା ପ୍ରାର୍ଥୀ ସୌରଭ ଭାରଦ୍ବାଜ କହିଛନ୍ତି,‘ଗତ ଥର ପ୍ରାୟ 15 ହଜାର ଭୋଟରେ ବିଜୟୀ ହୋଇଥିଲି । କିନ୍ତୁ ଏଥର ବିଜୟର ସଂଖ୍ୟା 35 ହଜାର ରହିବ । ଆମେ ସକରାତ୍ମକ ରାଜନୀତି କରୁ । ମୁଦ୍ଦା ଉପରେ କଥାବର୍ତ୍ତା କରୁ ଓ ଗ୍ରେଟର କୈଳାସର ଜନତା ଶିକ୍ଷିତ ଅଟନ୍ତି ’ ।

09:37 February 08

ଦିଲ୍ଲୀ ନିର୍ବାଚନ-2020

delhi election live update
ମତଦାନ କରିବେ ଦିଲ୍ଲୀବାସୀ

ସର୍ଦ୍ଦାର ପଟେଲ ବିଦ୍ୟାଳୟ ବୁଥ୍ ନମ୍ବର 114ର EVM ମଧ୍ୟ ଅଚଳ । ସେଠାରେ ମଧ୍ୟ ଭୋଟ ଗ୍ରହଣ ଆରମ୍ଭ ହୋଇ ନାହିଁ...

09:28 February 08

09:24 February 08

09:20 February 08

ଦିଲ୍ଲୀ ରାଜ୍ୟପାଳ ଅନିଲ ବୈଜାଲ ଓ ତାଙ୍କ ପତ୍ନୀ ମାଲା ବୈଜାଲ ଗ୍ରେଟର କୈଲାସରେ ଭୋଟ ଦେଇଛନ୍ତି ।

09:06 February 08

09:05 February 08

09:00 February 08

ଦିଲ୍ଲୀ ନିର୍ବାଚନ-2020

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ନିଜ ମା ଙ୍କ ସହ ରତନ ଦେବୀ ପବ୍ଲିକ ସ୍କୁଲରେ ପହଞ୍ଚି ମତଦାନ କରିଛନ୍ତି ।

09:00 February 08

ଦିଲ୍ଲୀ ନିର୍ବାଚନ-2020

ବିଚାରପତି ଆର. ଭାନୁମତୀ ଦିଲ୍ଲୀ NDMC ସ୍କୁଲରେ ପହଞ୍ଚି ମତଦାନ ପାଇଁ ପହଞ୍ଚିଛନ୍ତି ।

09:00 February 08

ଦିଲ୍ଲୀ ନିର୍ବାଚନ-2020

ମତଦାନ କରିବେ ଦିଲ୍ଲୀବାସୀ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି,‘ ଦିଲ୍ଲୀର ପବନ ସ୍ବଚ୍ଛ, ସ୍ବଚ୍ଛ ପାଣି ଓ ପ୍ରତି ଗରିବଙ୍କୁ ଘର ଯୋଗାଇ ବିଶ୍ବର ଏକ ଭଲ ରାଜଧାନୀ କେବଳ ଦୂରଦର୍ଶୀ ଓ ମଜଭୁତ ସରକାର ହିଁ ଗଠନ କରିପାରିବ । ମୁଁ ଦିଲ୍ଲୀ ଜନତାଙ୍କୁ ଅପିଲ କରୁଛି କି ମିଥ୍ୟ ଓ ଭୋଟ ବ୍ୟାଙ୍କ ରାଜନୀତିରୁ ଦିଲ୍ଲୀକୁ ମୁକ୍ତ କରିବା ପାଇଁ ମତଦାନ ନିଶ୍ଚିତ କରନ୍ତୁ ’ ।

08:51 February 08

ଦିଲ୍ଲୀ ନିର୍ବାଚନ-2020

delhi election live update
ମତଦାନ କରିବେ ଦିଲ୍ଲୀବାସୀ

ବିଜେପି ମନ୍ତ୍ରୀ ପର୍ବେଶ ବର୍ମା ମାତିଆଲା ପୋଲିଂ ବୁଥରେ ଭୋଟ ଦେଇଛନ୍ତି । ଏହି ଆସନରୁ ବିଜେପିରୁ ରାଜେଶ ଘେଲୋଟ, କଂଗ୍ରେସରୁ ସୁମେଶ ଶୋଖେନ ଓ ଆପରୁ ଗୁଲାବ ସିଂହ ଯାଦବ ପ୍ରତିଯୋଗିତା କରୁଛନ୍ତି...

08:37 February 08

ଦିଲ୍ଲୀ ନିର୍ବାଚନ-2020

ମତଦାନ କରିବେ ଦିଲ୍ଲୀବାସୀ

ଶାହିନବାଗରେ ଲୋକେ ଭୋଟ ଦେଉଛନ୍ତି । ଏହି ବିଧାନସଭା ଆସନରୁ ଆପରୁ ଅମନତୁଲା, କଂଗ୍ରେସର ପରଭେଜ ହାସମୀ ଓ ବିଜେପିର ବ୍ରହ୍ମା ସିଂହ ବିଦୁରୀ ଭୋଟ ଦେଉଛନ୍ତି ।

08:33 February 08

ଦିଲ୍ଲୀ ନିର୍ବାଚନ-2020

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମତଦାନ କରିଥନ୍ତି । ଏନଡିଏମସି ସ୍କୁଲରେ ନିଜ ମତଦାନ ଦେଇଛନ୍ତି । ଏହା ନାଗରିକଙ୍କ ଦାୟିତ୍ବ ବୋଲି ସେ କହିଛନ୍ତି ।

08:27 February 08

ଦିଲ୍ଲୀ ନିର୍ବାଚନ-2020

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି କହିଛନ୍ତି,‘ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନର ଦିନ । ସମସ୍ତ ମତଦାତାଙ୍କୁ ମୋର ଅପିଲ କି ଅଧିକାରୁ ଅଧିକ ସଂଖ୍ୟାରେ ଗଣତନ୍ତ୍ରର ଏହି ମହା ଉତ୍ସବରେ ଭାଗ ନିଅନ୍ତୁ ଓ ଭୋଟିଂର ରେକର୍ଡ ସୃଷ୍ଟି କରନ୍ତୁ ’ ।

08:27 February 08

ଦିଲ୍ଲୀ ନିର୍ବାଚନ-2020

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି,‘ ଭୋଟ ଦେବା ଜରୁରୀ, ସମସ୍ତ ମହିଳାଙ୍କୁ ଖାସ ଅପିଲ କି ଯେମିତି ଆପଣ ଘରର ଦାୟିତ୍ବ ଉଠାଉଛନ୍ତି ସେମିତି ଦେଶ ଓ ଦିଲ୍ଲୀର ଭାର ଆପଣଙ୍କ କାନ୍ଧରେ । ମହିଳାଙ୍କୁ ଭୋଟ ଦେବା ଜରୁରୀ । ଆପଣ ଭୋଟ ଦିଅନ୍ତୁ ଓ ଘରର ପୁରୁଷଙ୍କୁ ମଧ୍ୟ ଭୋଟ ଦେବାକୁ କୁହନ୍ତୁ । ଭୋଟ କାହାକୁ ଦେବେ ସେ ନେଇ ଚର୍ଚ୍ଚା କରିବା ମଧ୍ୟ ଆବଶ୍ୟକ ’ ।

08:26 February 08

ଦିଲ୍ଲୀ ନିର୍ବାଚନ-2020

 ଝଣ୍ଡେୱାଲନ ଅଞ୍ଚଳ ପୋଲିଂ ବୁଥରେ ଭୋଟର... ଏହି ଆସନରେ ଆପରୁ ଭିନେଶ୍ ରବି, ବିଜେପିରୁ ଯୋଗେନ୍ଦ୍ର ଚାନ୍ଦୋଲିଆ ଓ କଂଗ୍ରେସରୁ ଗୌରବ ଧାନକ ପ୍ରତିଯୋଗିତା କରିବେ...

08:26 February 08

ଦିଲ୍ଲୀ ନିର୍ବାଚନ-2020

ହରିନଗରରୁ ବିଜେପି ପ୍ରାର୍ଥୀ ତେଜେନ୍ଦ୍ର ପାଲ ସିଂହ ବଗା ସକାଳୁ ଫତେହନଗର ଗୁରୁଦ୍ବାରାରେ ପ୍ରଣାମ କରୁଛନ୍ତି...

08:26 February 08

ଦିଲ୍ଲୀ ନିର୍ବାଚନ-2020

ଦିଲ୍ଲୀ ବିଧାନସଭାର 70 ଆସନ ପାଇଁ ମତଦାନ ପ୍ରକ୍ରିୟା ସକାଳ 8ଟାରୁ ଆରମ୍ଭ ହେବ । ଏହି ମତଦାନ ସନ୍ଧ୍ୟା 6ଟା ଯାଏଁ ଚାଲୁ ରହିବ । ଏଥିପାଇଁ 3141 ପୋଲିଂ ଷ୍ଟେସନକୁ ସମ୍ବେଦନଶୀଳ ଘୋଷଣା କରାଯାଇଛି...

07:32 February 08

07:28 February 08

07:16 February 08

Intro:Body:

fgfgfgfg

Conclusion:
Last Updated : Feb 8, 2020, 5:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.