ETV Bharat / bharat

ସାର୍ବଜନୀନ ସ୍ଥାନରେ ମଦ୍ୟପାନ କରି 153 ଗିରଫ

ସାର୍ବଜନୀନ ସ୍ଥାନରେ ମଦ୍ୟପାନ କରି 153 ଗିରଫ। ମଦ୍ୟପ ବ୍ୟକ୍ତିମାନଙ୍କୁ ଉତ୍ତର ଦିଲ୍ଲୀ ପ୍ରାନ୍ତରୁ ଶୁକ୍ରବାର ଗିରଫ କରାଯାଇଛି ।

author img

By

Published : Jul 12, 2019, 7:12 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ସାର୍ବଜନୀନ ସ୍ଥାନରେ ମଦ ପିଇ 153 ଗିରଫ। ଏହି ମଦ୍ୟପ ବ୍ୟକ୍ତି ମାନଙ୍କୁ ଉତ୍ତର ଦିଲ୍ଲୀ ପ୍ରାନ୍ତରୁ ଶୁକ୍ରବାର ଗିରଫ କରାଯାଇଛି । ଖବର ଅନୁଯାୟୀ, ଏକ ସ୍ବତନ୍ତ୍ର ପୋଲିସ ଫୋର୍ସ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ଏହାସହ ସାର୍ବଜନୀନ ସ୍ଥାନରେ ମଦ୍ୟପାନ କରୁଥିବା ବ୍ୟକ୍ତିମାନଙ୍କୁ ଅବକାରୀ ଟିମ ଦ୍ବାରା ଚଢାଉ କରାଯାଇ ଗିରଫ କରାଯାଇଥିଲା ।

ଏହାସହ ଗତ କିଛିଦିନ ହେବ ଏକ ପାଟ୍ରୋଲିଂ ଟିମ ଗଠନ କରାଯାଇ ବିଭିନ୍ନ ଉତ୍ତେଜନା ପୂର୍ଣ୍ଣ ସ୍ଥାନ, ବଜାର, ଅନ୍ଧାରିଆ ସ୍ଥାନ, ପାର୍କ ଓ ଅର୍ଦ୍ଧନିର୍ମିତ କୋଠା ଓ ମଲ୍ ପାଖରେ ପହରା ଦିଆଯାଉଥିବା ଦିଲ୍ଲୀ ପୋଲିସ ସୂଚନା ଦେଇ କହିଛି । ଏହି ସମୟରେ ବରିଷ୍ଠ ପୋଲିସ ଅଫିସର ଓ ଷ୍ଟେସନ ହାଉସ ଅଫିସରମାନେ ସେଠାରେ ଉପସ୍ଥିତ ରହୁଛନ୍ତି ।

Intro:Body:

BLANK  FOR STORY

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.