ETV Bharat / bharat

ସମୁଦ୍ର ପଥରେ ସତର୍କ ରହିବାକୁ ରାଜନାଥଙ୍କ ପରାମର୍ଶ

ନୌସେନା ଉପରେ ଚୀନ ସବୁବେଳେ ନଜ୍ଜର ରଖିଛି । ତେଣୁ ଆମେ ସମ୍ପୂର୍ଣ୍ଣ ସଜାଗ ରହିବା ଉଚିତ ବୋଲି ଭାରତୀୟ ନୈସେନାକୁ ପରାମର୍ଶ ଦେଇଛନ୍ତି ରକ୍ଷାମନ୍ତ୍ରୀ ରାଜନାଥ ସିଂହ ।

author img

By

Published : Jul 1, 2019, 3:41 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଭାରତୀୟ ନୌସେନା ଏକ୍ଟ ଇଷ୍ଟ ପଲିସିରେ ସବୁଠାରୁ ମହତ୍ବପୂର୍ଣ୍ଣ ଅଟେ । ଆମ ପଡୋଶୀ ଦେଶ ଚୀନ ସବୁସମୟରେ ଆମ ଗତିବିଧି ଉପରେ ଦୃଷ୍ଟି ରଖୁଛି । ତେଣୁ ସମୁଦ୍ର ପଥରେ ଆମକୁ ଆହୁରି ଜାଗୃତ ହେବା ଆବଶ୍ୟକ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ରବିବାର ରକ୍ଷାମନ୍ତ୍ରୀ ବିଶାଖାପାଟଣମରେ ନୌସେନାର ଆଇଏନଏସ ସିୱାଲିକ ଏବଂ ସବମେରାଇନ୍ ସିନ୍ଧୁକିର୍ତ୍ତୀ ପରିଭ୍ରମଣରେ ଯାଇଛନ୍ତି । ଏହାସହ ଭାରତୀୟ ନୌସେନାର ପରିଯୋଜନା ବିଷୟରେ ମଧ୍ୟ ନୌସେନା କର୍ମୀଙ୍କ ସହ ସମୀକ୍ଷା ବୈଠକ କରିବା ସହ ପରିଯୋଜନାରେ ପ୍ରଖର ଗତିରେ ସହଯୋଗ କରିବାକୁ ନୌସେନା ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ରାଜନାଥ ।

Intro:Body:

DFGD

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.