ETV Bharat / bharat

କୋଟା ହସ୍ପିଟାଲ୍‌ରେ ଶିଶୁ ମଡ଼କ: ତଦନ୍ତ ପାଇଁ ପହଞ୍ଚିଲେ କେନ୍ଦ୍ରୀୟ ଟିମ - ଶିଶୁ ମୃତ୍ୟୁ ଘଟଣା

ରାଜସ୍ଥାନ କୋଟାସ୍ଥିତ ଜେକେ ଲୋନ ହସ୍ପିଟାଲରେ ଶିଶୁ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମେଡିକାଲରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଚିକିତ୍ସା ମନ୍ତ୍ରଣାଳୟର ଏକ ଟିମ। ଏହି ଟିମ ଶିଶୁ ମୃତ୍ୟୁର ତଦନ୍ତ କରିବା ସହ ଏକ ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ରୀୟ ଟିମକୁ ପଠାଇବେ। ଅଧିକ ଖବର ପଢନ୍ତୁ...

_children death in Kota
କୋଟା ହସ୍ପିଟାଲ୍‌ରେ ଶିଶୁ ମଡ଼କ: ତଦନ୍ତ ପାଇଁ ପହଞ୍ଚିଲେ କେନ୍ଦ୍ରୀୟ ଟିମ
author img

By

Published : Jan 4, 2020, 12:28 PM IST

ଜୟପୁର: ରାଜସ୍ଥାନ କୋଟାସ୍ଥିତ ଜେକେ ଲୋନ ହସ୍ପିଟାଲରେ ଶିଶୁ ମୃତ୍ୟୁ ଭୟଙ୍କର ରୂପ ନେଉଛି । ଏତେ ସଂଖ୍ୟକ ଶିଶୁଙ୍କ ମୃତ୍ୟୁ ସ୍ବାସ୍ଥ୍ୟବିଭାଗର ଚିନ୍ତା ବଢାଇ ଦେଇଛି। ତେବେ ଏହି ଘଟଣାର ତଦନ୍ତ ପାଇଁ ଆଜି କେନ୍ଦ୍ରୀୟ ଚିକିତ୍ସା ମନ୍ତ୍ରଣାଳୟର ଏକ ଟିମ କୋଟାର ସରକାରୀ ହସ୍ପିଟାଲରେ ପହଞ୍ଚିଛନ୍ତି ।

ଏହି ଟିମ ଡାକ୍ତରଖାନାରେ ହୋଇଥିବା ଶିଶୁ ମୃତ୍ୟୁ ଘଟଣାର ତଦନ୍ତ କରୁଛନ୍ତି । ଏହାସହ ଡାକ୍ତରଖାନାରେ ଥିବା ବିଭିନ୍ନ ଅସୁବିଧାର ଏକ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି । ଏହି ରିପୋର୍ଟ ପ୍ରସ୍ତୁତ ପରେ କେନ୍ଦ୍ରୀୟ ଟିମକୁ ପଠାଯିବ ବୋଲି ସୂଚନା ମିଳିଛି ।

କୋଟା ହସ୍ପିଟାଲ୍‌ରେ ଶିଶୁ ମଡ଼କ: ତଦନ୍ତ ପାଇଁ ପହଞ୍ଚିଲେ କେନ୍ଦ୍ରୀୟ ଟିମ

ସୂଚନା ଅନୁସାରେ, ରାଜସ୍ଥାନର କୋଟାରେ ଶିଶୁ ମୃତ୍ୟୁ ଏବେ ବି ଥମିବାର ନାଁ ନେଉନି। ଏହି କାରଣରୁ କେନ୍ଦ୍ରସରକାରଙ୍କ ନେତୃତ୍ବାଧୀନ ଏହି ଟିମକୁ ହସ୍ପିଟାଲକୁ ପଠାଯାଇଛି। ଏହି ଟିମରେ ଏମ୍ସ ଏଡଓଡି କୁଲଦୀପ ସିଂ, ୱାରିସା, ଅରୁଣ ସିଂ ସମେତ ଅନେକ ବରିଷ୍ଠ ଡାକ୍ତର ସାମିଲ ଅଛନ୍ତି । ଏହି ସମସ୍ତ ଡାକ୍ତରଙ୍କ ପାଇଁ କୋଟାସ୍ଥିତ ସର୍କିଟ ହାଉସରେ ରହିବାର ବ୍ୟବସ୍ଥା କରାଯାଇଛି ।

ଏହି ଟିମ ଜେକେଲୋନ ହସ୍ପିଟାଲର ଜେନେରାଲ ୱାର୍ଡ ପିଆଇସିୟୁ ଓ ଏନଆଇସିୟୁ ବିଭାଗର ପରିଦର୍ଶନ କରିବେ । ଏହି ସମୟରେ ମେଡିକାଲରେ ଥିବା ସମସ୍ତ ରୋଗୀଙ୍କ ସହ କଥାବାର୍ତ୍ତା ହେବାସହ ସେମାନଙ୍କ ଭଲମନ୍ଦ ପଚାରି ବୁଝିବେ ।

ସୂଚନା ଅନୁସାରେ, କୋଟାର ଜେକେଲୋନ ହସ୍ପିଟାଲରେ 100ରୁ ଊର୍ଦ୍ଧ୍ବ ଶିଶୁଙ୍କର ଜୀବନ ଯାଇସାରିଲାଣି । ଏତେ ଦିନ ଧରି ନିରବ ଥିବା ରାଜ୍ୟ ସରକାର ହଠାତ ନିଦରୁ ଉଠିଛନ୍ତି । ଘଟଣାକୁ ନେଇ ରାଜସ୍ଥାନରେ ରାଜନୀତି ଜୋର ଧରିଛି ।

Intro:केंद्रीय चिकित्सा स्वास्थ्य मंत्रालय ने गठित की टीम कोटा के जेके लोन अस्पताल भी पहुंच गए हैं. यह कमेटी के सदस्य अस्पताल में हुई मौतों का डेथ ऑडिट करेंगी. साथ ही अस्पताल की कमियों के संबंध में एक रिपोर्ट पूरी तैयार करेंगी. इस रिपोर्ट को केंद्रीय स्वास्थ्य मंत्रालय को भेजा जाएगा.

Body:कोटा.
कोटा के जेके लोन अस्पताल में लगातार बच्चों की मौत का सिलसिला थम नहीं रहा है. इसके चलते केंद्रीय स्वास्थ्य मंत्रालय ने एक अपनी टीम भेजी है. जिसमें जोधपुर एम्स के पीडियाट्रिक एचओडी डॉ. कुलदीप सिंह के नेतृत्व, डॉ हिमांशु, डॉ. अनिल, डॉ. वारिशा और आरबीएसके के एडवाइजर डॉ. अरुण सिंह शामिल है. इस टीम के साथ चिकित्सा एवं स्वास्थ्य विभाग राजस्थान के निदेशक जनस्वास्थ्य डॉक्टर के के शर्मा, डॉ. गुणमाला और डॉ. रफीक मोहम्मद को भी कोटा भेजा गया है. उस टीम में से अधिकांश सदस्य रात को ही कोटा के सर्किट हाउस में आकर रुक गए थे और अभी वे जेकेलोन अस्पताल भी पहुंच गए हैं. यह कमेटी के सदस्य अस्पताल में हुई मौतों का डेथ ऑडिट करेंगी. साथ ही अस्पताल की कमियों के संबंध में एक रिपोर्ट पूरी तैयार करेंगी. इस रिपोर्ट को केंद्रीय स्वास्थ्य मंत्रालय को भेजा जाएगा.
वहीं आज कुछ ही देर में प्रदेश के उप मुख्यमंत्री सचिन पायलट भी कोटा के जेके लोन अस्पताल पहुंचेंगे. वे भी बच्चों की मौत के मामले में अस्पताल प्रबंधन और जिला प्रशासन के साथ मीटिंग करेंगे.

Conclusion:साथ ही टीम जेकेलोन अस्पताल के जनरल वार्ड पीआईसीयू व एनआईसीयू का दौरा करेगी. वहीं अस्पताल में भर्ती मरीजों के साथ भी पर बातचीत करेंगे.
आपको पता नहीं कि जेके लोन अस्पताल में बीते 35 दिनों में 106 बच्चों की मौत हो चुकी है यह बच्चे जनरल वार्ड के साथ पीडियाट्रिक व नियोनेटल आईसीयू में भर्ती थे.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.