ETV Bharat / bharat

ନିଜକୁ ଗୁଳି କରି ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା

ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି ସିଆରପିଏଫ ଯବାନ । ନିଜ ସର୍ଭିସ ରାଇଫଲରୁ କାଶ୍ମୀର ଅନନ୍ତନାଗ ଜିଲ୍ଲା ପହଲଗାମ କ୍ୟାମ୍ପର ଜଣେ ଯବାନ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି ।

CRPF man shoots self
ନିଜକୁ ଗୁଳି କରି ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା
author img

By

Published : Jan 30, 2020, 1:33 PM IST

ଶ୍ରୀନଗର: ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି ସିଆରପିଏଫ ଯବାନ । ନିଜ ସର୍ଭିସ ରାଇଫଲରୁ କାଶ୍ମୀର ଅନନ୍ତନାଗ ଜିଲ୍ଲା ପହଲଗାମ କ୍ୟାମ୍ପର ଜଣେ ଯବାନ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ଯବାନ ହେଉଛନ୍ତି 116 ବାଟାଲିୟନର ହେଡ କନଷ୍ଟେବଳ ଆସଭେରାପ୍ପା ।

ଆସଭେରାପ୍ପା ଗୁରୁବାର ଡ୍ୟୁଟି କରୁଥିବା ସମୟରେ ଏପରି କରିଥିବା ସୂଚନା ମିଳିଛି । ତେବେ ଏହି ଘଟଣା ପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।

ସେପଟେ ଘଟଣାକୁ ନେଇ ଅଧିକ ତଦନ୍ତ ଚାଲୁଥିବା ସୂଚନା ମିଳିଛି ।

Intro:Body:

 A Central Reserve Police Force (CRPF) personnel allegedly committed suicide by shooting himself with his service rifle inside the camp in Pahalgam area of South Kashmir's Anantnag district.

Reports  said that a CRPF personnel from 116 battalion, posted at Pahalgam, shot himself dead while on duty today.

Soon after the incident, his colleagues immediately rushed towards him and found him in a pool of blood. 

The injured CRPF personal was rushed to a nearby hospital where doctors declared him dead on arrival, they said.

The deceased soldier has been identified as Head Constable Ashverapa (34) years old of B Company.

A police officer also confirmed the incident and said that a case under relevant sections of law has been registered and further investigation initiated.

Mir Ishfaq from Anantnag

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.