ETV Bharat / bharat

ଜଣ୍ଡିସ ରୋଗୀଙ୍କୁ ଖଟିଆରେ ନେଇ ଡାକ୍ତରଖାନା ଗଲେ ଯବାନ

ଜଣ୍ଡିସ ରୋଗୀଙ୍କୁ ଖଟିଆରେ ବୋହିଲେ ସିଆରପିଏଫ ଯବାନ । ମାନବିକତାର ପରିଚୟ ଦେଇ ଗାଁରୁ 8 କିଲୋମିଟର ଚାଲିଚାଲି ନେଲେ ଡାକ୍ତରଖାନା ।

author img

By

Published : Jun 8, 2019, 4:23 AM IST

ଫଟୋ ସୌଜନ୍ୟ : ଏଏନଆଇ

ରାୟପୁର : ସିଆରପିଏଫ ଯବାନଙ୍କ ମହାନତା, 8 କିଲୋମିଟର ଖଟିଆରେ ବୋହି ରୋଗୀକୁ ନେଲେ ଡାକ୍ତରଖାନା । ଚିକିତ୍ସା ପରେ ନୂଆ ଜୀବନ ପାଇଲେ କିଶୋର ।

ଛତିଶଗଡ ଗୁମୌଦୀ ଗାଁରେ ଜୁନ 6 ତାରିଖରେ ପାଟ୍ରୋଲିଂରେ ଯାଇଥିଲେ କିଛି ସିଆରପିଏଫ ଯବାନ । ସେହି ସମୟରେ ଗାଁର ଜଣେ 13 ବର୍ଷର ବାଳକ ଜଣ୍ଡିସରେ କଷ୍ଟ ପାଉଥିବା ଦେଖିଥିଲେ । ଗାଁକୁ ସଠିକ ରାସ୍ତା ନଥିବାରୁ ଡାକ୍ତରଖାନା ନେବାକୁ ପରିବାର ପକ୍ଷେ ସମ୍ଭବ ନଥିଲା ।

ତେଣୁ 231 ବାଟଲିୟନର କିଛି ଯବାନ ତାଙ୍କୁ ଡାକ୍ତରଖାନା ନେବାକୁ ସ୍ଥିର କରିଥିଲେ । ଖଟିଆରେ ବୁହାଇ 8 କିଲୋମିଟର ଦୂରରେ ଥିବା ସୁକମା ନେଇଥିଲେ । ସେଠାରେ ଥିବା ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା । ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡିଛି ।

Intro:Body:

rwey

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.