ETV Bharat / bharat

‘ଗୋସେବା କଲେ କଏଦୀଙ୍କ ଅପରାଧିକ ପ୍ରବୃତ୍ତିରେ ଆସିବ ପରିବର୍ତ୍ତନ’ - ମାନସିକତାରେ ପରିବର୍ତ୍ତନ

ଗୋସେବା କଲେ କଏଦୀଙ୍କ ମାନସିକତାରେ ଆସିବ ପରିବର୍ତ୍ତନ । ଅପରାଧିକ ପ୍ରବୃତ୍ତି କମିବାର ଅଛି ସମ୍ଭାବନା କହିଛନ୍ତି ମୋହନ ଭାଗବତ ।

Criminal instinct decreased for Gosewa prisoners
ଫାଇଲ ଫଟୋ
author img

By

Published : Dec 8, 2019, 10:40 AM IST

ନୂଆଦିଲ୍ଲୀ: ରାଷ୍ଟ୍ରିୟ ସ୍ବୟଂସେବକ ସଂଘ ପ୍ରମୁଖ ମୋହନ ଭାଗବତ ମହାରାଷ୍ଟ୍ରର ପୁନେର ଏହ କାର୍ଯ୍ୟକ୍ରମରେ ଯୋଗ ଦେଇ ଗୋସେବା ବିଷୟରେ ଆଲୋଚନା କରିଛନ୍ତି । ଜେଲରେ ଗାଈ ମାନଙ୍କ ପାଇଁ ଆଶ୍ରମ ଖୋଲିବା ଆବଶ୍ୟକ, ଗୋସେବା କରିବା ଦ୍ବାରା କଏଦୀମାନଙ୍କର ଅପରାଧିକ ପ୍ରବୃତ୍ତିରେ ପରିବର୍ତ୍ତନ ଆସିଥାଏ ।

ଆରଏସଏସ ପ୍ରମୁଖଙ୍କ ମତରେ, ବିଭିନ୍ନ ଜିଲ୍ଲାର ଜେଲରେ ଗୋସେବା ପାଇଁ ବ୍ୟବସ୍ଥା କରାଯାଇଥିଲା । ସେଠାରେ ଥିବା କେତେକ କଏଦୀ ଗୋସେବା କରିବା ଫଳରେ, ସେମାନଙ୍କ ମନରେ ଅପରାଧିକ ଧାରଣା ଆଉ ଆସିନଥିଲା । ଗୋ-ବିଜ୍ଞାନ ସଂଶୋଧନ ସଂସ୍ଥା ଦ୍ବାରା ଆୟୋଜିତ ଏକ ପୁରସ୍କାର ସମାରୋହରେ ଯୋଗ ଦେଇ ଏହା ବିଷୟରେ ସୂଚନା ଦେଇଛନ୍ତି ।

ଗାଈ ବ୍ରହ୍ମାଣ୍ଡର ମା ଓ ଗାଈ ମାଟି, ପଶୁ, ପକ୍ଷୀ ଓ ମନୁଷ୍ୟଙ୍କୁ ପୋଷଣ କରେ ବୋଲି କହିଛନ୍ତି ମୋହନ ଭାଗବତ । କଏଦୀଙ୍କ ଉପରେ ମନୋବୈଜ୍ଞାନିକ ପଦ୍ଧତି ପ୍ରୟୋଗ କରି କିଛି ସମୟ ଗୋସେବା କରିବାକୁ ଦିଆଯାଇଥିଲା, ଏହାପରେ ସେମାନଙ୍କ ମଧ୍ୟରେ ଆସିଥିବା ପରିବର୍ତ୍ତନକୁ ଲକ୍ଷ୍ୟ କରାଯାଇଥିଲା ବୋଲି ସେ କହିଛନ୍ତି ।

Intro:Body:

test

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.