ETV Bharat / bharat

ଦେଶରେ ସୁସ୍ଥହାର 73.64% କୁ ବୃଦ୍ଧି, ଦିନକରେ ସର୍ବାଧିକ 60 ହଜାରରୁ ଉର୍ଦ୍ଧ୍ବ ସୁସ୍ଥ

author img

By

Published : Aug 20, 2020, 11:46 AM IST

ଭାରତରେ ସୁସ୍ଥହାର 73.64 ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ଗତ ୨୪ ଘଣ୍ଟାରେ ଭାରତ 60 ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯାହାକି ଗୋଟିଏ ଦିନରେ କୋରୋନାରୁ ସର୍ବାଧିକ ସୁସ୍ଥ ଥିଲା । ଅଧିକ ପଢନ୍ତୁ...

ଦେଶରେ ସୁସ୍ଥହାର 73.64% କୁ ବୃଦ୍ଧି, ଦିନକରେ ସର୍ବାଧିକ 60 ହଜାରରୁ ଉର୍ଦ୍ଧ୍ବ ସୁସ୍ଥ
ଦେଶରେ ସୁସ୍ଥହାର 73.64% କୁ ବୃଦ୍ଧି, ଦିନକରେ ସର୍ବାଧିକ 60 ହଜାରରୁ ଉର୍ଦ୍ଧ୍ବ ସୁସ୍ଥ

ନୂଆଦିଲ୍ଲୀ: ସମଗ୍ର ଦେଶରେ କୋରୋନା ସଂକ୍ରମଣ ମଧ୍ୟରେ ଆସିଛି ଆଶ୍ଵସ୍ତିକର ଖବର। ଯେଉଁ ହାରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି, ସେହି ଅନୁପାତରେ ସୁସ୍ଥ ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ଭାରତରେ ସୁସ୍ଥହାର 73.64 ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ଗତ ୨୪ ଘଣ୍ଟାରେ ଭାରତ 60 ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯାହାକି ଗୋଟିଏ ଦିନରେ କୋରୋନାରୁ ସର୍ବାଧିକ ସୁସ୍ଥ ଥିଲା ।

ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ 20 ଲକ୍ଷ 37 ହଜାର 870 ଲୋକ ସୁସ୍ଥ ହୋଇଛନ୍ତି। ଏହି ଘଟଣାରେ ମୃତ୍ୟୁହାରର ମଧ୍ୟ ହ୍ରାସ ଜାରି ରହି 1.91 ପ୍ରତିଶତରେ ପହଞ୍ଚିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.