ETV Bharat / bharat

ଦେଶର 24 ଘଣ୍ଟାରେ 4213 କୋରୋନା ପଜିଟିଭ, 67 ହଜାର ଟପିଲା ପଜିଟିଭ ସଂଖ୍ୟା - 67 ହଜାର ଟପିଲା ପଜିଟିଭ ସଂଖ୍ୟା

ଦେଶର 24 ଘଣ୍ଟାରେ 4213 କୋରୋନା ପଜିଟିଭ, 67 ହଜାର ଟପିଲା ପଜିଟିଭ ସଂଖ୍ୟା

author img

By

Published : May 11, 2020, 10:45 AM IST

10:30 May 11

ଦେଶର 24 ଘଣ୍ଟାରେ 4213 କୋରୋନା ପଜିଟିଭ, 67 ହଜାର ଟପିଲା ପଜିଟିଭ ସଂଖ୍ୟା

ଦେଶର 24 ଘଣ୍ଟାରେ 4213 କୋରୋନା ପଜିଟିଭ, 67 ହଜାର ଟପିଲା ପଜିଟିଭ ସଂଖ୍ୟା
ଦେଶର 24 ଘଣ୍ଟାରେ 4213 କୋରୋନା ପଜିଟିଭ, 67 ହଜାର ଟପିଲା ପଜିଟିଭ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଗତ 24 ଘଣ୍ଟା ମଧ୍ୟରେ 4213  କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଫଳରେ ଦେଶର ମୋଟ ପଜିଟିଭ ସଂଖ୍ୟା 67152କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା 2206ରେ ପହଞ୍ଚିଛି ।  

ସେହିପରି ବର୍ତ୍ତମାନ ସୁଦ୍ଧା  44029 ଜଣ ଚିକିତ୍ସିତ ହେଉଥିବା ବେଳେ 20917 ଜଣ ସୁସ୍ଥ ହୋଇଥିବା ଜଣାପଡିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମହାରାଷ୍ଟ୍ରରେ ସର୍ବାଧିକ 22171 ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଥିବା  ବେଳେ ଗୁଜୁରାଟରେ 8194 , ଦିଲ୍ଲୀରେ 6923  , ତାମିଲନାଡୁରେ 7204, ରାଜସ୍ଥାନରେ 3814 , ମଧ୍ୟପ୍ରଦେଶରେ 3614, ଉତ୍ତରପ୍ରଦେଶରେ 3467 , ଆନ୍ଧ୍ରପ୍ରଦେଶରେ 1980,  ତେଲେଙ୍ଗାନା 1196, କର୍ଣ୍ଣାଟକରେ  848, କେରଳରେ 512 ଓ ଓଡିଶାରେ 391 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 832 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 493, ମଧ୍ୟପ୍ରଦେଶରେ 215, ଦିଲ୍ଲୀରେ 73, ଆନ୍ଧ୍ରପ୍ରଦେଶରେ 44, ତାମିଲନାଡୁରେ 45, କର୍ଣ୍ଣାଟକରେ 31 ଓ ତେଲେଙ୍ଗାନାରେ 30 ଜଣଙ୍କ ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.