ETV Bharat / bharat

ଦିଲ୍ଲୀରେ ସ୍ବାମୀର ମୃତଦେହ, ଗାଁରେ କୁଶପୁତ୍ତଳିକାର ଅନ୍ତିମ ସଂସ୍କାର କଲେ ପତ୍ନୀ

author img

By

Published : Apr 22, 2020, 6:53 AM IST

ଗାଁରେ କୁଶପୁତ୍ତଳିକାର ଅନ୍ତିମ ସଂସ୍କାର କଲେ ପତ୍ନୀ । ଲକ ଡାଉନ ଯୋଗୁଁ ଗାଁ ଆସିପାରିଲାନି ସ୍ବାମୀଙ୍କ ମୃତଦେହ । ଅଧିକ ପଢନ୍ତୁ...

corpse for a week in morchery effigy funeral in  village
ଗାଁରେ କୁଶପୁତ୍ତଳିକାର ଅନ୍ତିମ ସଂସ୍କାର କଲେ ପତ୍ନୀ

ନୂଆଦିଲ୍ଲୀ : ଲକ ଡାଉନ ଯୋଗୁଁ ସାତ ଦିନ ହେଲାଣି ରାଜଧାନୀରେ ପଡିରହିଛି ମୃତଦେହ । ସେପଟେ ପାଞ୍ଚ ପାଞ୍ଚଟି କୁନି ଛୁଆଙ୍କୁ ଧରି ଗାଁରୁ ସହର ପର୍ଯ୍ୟନ୍ତ ଆସିପାରୁନାହାନ୍ତି ମୃତକଙ୍କ

ପତ୍ନୀ ପୁନମ । ଏଭଳି ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି ଦିଲ୍ଲୀ ଠାରୁ 850 କିଲୋମିଟର ଦୂର ଗୋରଖପୁରର ଚୌରୀଚୌରା ଗାଁରେ ।

ପୁନମଙ୍କ ପତି ସୁନିଲ ରାଜଧାନୀରେ ଦିନ ମଜୁରୀଆ ଭାବେ କାର୍ଯ୍ୟ କରୁଥିଲେ । ଲକ ଡାଉନ ସମୟରେ ତାଙ୍କର ହାଡଫୁଟି ହୋଇଯାଇଥିଲା । ଚିକିତ୍ସା ମଧ୍ୟ ହେଉଥିଲା । କିନ୍ତୁ ତାଙ୍କ ଜୀବନ ବଞ୍ଚି ପାରିନଥିଲା ।

ଫଳରେ ପୁନମ ଗାଁରେ ସୁନିଲଙ୍କର ପୁତଳିକା ବନେଇ ଶେଷକୃତ୍ୟ କରିଛନ୍ତି । ସୁନିଲଙ୍କ ବର୍ଷକର ପୁଅ ଦେଇଛି ମୁଖାଗ୍ନି । ସ୍ଥାନୀୟ ତହସିଲଦାରଙ୍କୁ ସ୍ବାମୀଙ୍କ ସଂସ୍କାର କରିଦେବାକୁ କହିଛନ୍ତି ପୁନମ । ଶେଷକୃତ୍ୟ ପରେ ତାଙ୍କର ଅସ୍ଥି ଆଣିବାର ବ୍ୟବସ୍ଥା କରିଦିଅନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.