ETV Bharat / bharat

କୋରୋନା ଭୟ: ଲୋହିଆ ହସ୍ପିଟାଲରେ 30 ଭର୍ତ୍ତି, 16 ରକ୍ତ ନମୁନା ନେଗେଟିଭ - ଲୋହିଆ ହସ୍ପିଟାଲରେ 30 ଭର୍ତ୍ତି

ରାମ ମନୋହର ଲୋହିଆ ହସ୍ପିଟାଲରେ 30 ନୂଆ ରୋଗୀଙ୍କୁ କୋରୋନା ସନ୍ଦେହରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ 16ଜଣଙ୍କ ରକ୍ତ ନମୁନା ନେଗେଟିଭ। ଅଧିକ ପଢନ୍ତୁ...

Coronavirus: 30 cases in RM
ଲୋହିଆ ହସ୍ପିଟାଲରେ 30 ଭର୍ତ୍ତି
author img

By

Published : Feb 9, 2020, 7:06 PM IST

ନୂଆଦିଲ୍ଲୀ : ସାରା ବିଶ୍ବକୁ ଗ୍ରାସ କଲାଣି କୋରୋନା ଭାଇରସ । ଏହାର ପ୍ରଭାବ ଭାରତରେ ପଡିଥିବାବେଳେ ରାଜଧାନୀ ଦିଲ୍ଲୀରେ ପୁଣି 30 ନୂଆ ମାମଲା ସାମନାକୁ ଆସିଛି । ରାମ ମନୋହର ଲୋହିଆ ହସ୍ପିଟାଲରେ ଏମାନଙ୍କୁ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ 16 ଜଣଙ୍କର ରକ୍ତ ନମୁନା ରିପୋର୍ଟ ନେଗେଟିଭ ଆସିଛି ।

ବର୍ତ୍ତମାନ ଆହୁରି 14 ଜଣଙ୍କର ରକ୍ତ ନମୁନା ପୁନେ ନାଶନାଲ ଇନଷ୍ଟିଚ୍ୟୁଟ ଅଫ ଭରୋଲୋଜିକୁ ପରୀକ୍ଷା ପାଇଁ ପଠାଯାଇଛି । ସବୁ ରିପୋର୍ଟ ଆସିବା ପରେ ପଜିଟିଭ ଓ ନେଗେଟିଭଙ୍କ ସଂଖ୍ୟା ସ୍ପଷ୍ଟ ହେବ। ଏହି 14 ଜଣଙ୍କୁ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ରଖାଯାଇଛି । ଡାକ୍ତରୀ ଟିମ ସେମାନଙ୍କ ଉପରେ କଡା ନଜର ମଧ୍ୟ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Intro:कोरोना वायरस के अब तक आरएमएल में 30 केस, 16 की आई नेगेटिव रिपोर्ट

नई दिल्ली: चीन में फैले कोरोना वायरस का असर जहां देश के अलग-अलग राज्यों में देखने को मिला तो वहीं दूसरी ओर राजधानी दिल्ली के राम मनोहर लोहिया अस्पताल में अब तक 30 नए मामले सामने आ चुके हैं. हालांकि अभी इनमें से कई केस की रिपोर्ट जो सामने आई है वह सेम्पल निगेटिव हैं.

Body:16 केस की आई है रिपोर्ट 14 केस की रिपोर्ट है बाकी
आपको बता दें कि डॉ. राम मनोहर लोहिया अस्पताल में अब तक 30 केस के सामने आए थे, जिसमें कि 16 की रिपोर्ट सामने आ चुकी है. हालांकि बाकी 14 बचे केस में अभी रिपोर्ट आना बाकी है.और 16 केस की सैंपल आए हैं, वह सभी नेगेटिव पाए गए हैं.जिसके बाद उन्हें अस्पताल से छुट्टी दे दी गई है. बाकी बचे सैंपल की जांच के लिए पुणे सैंपल भेजे गए हैं और उनकी रिपोर्ट आने के बाद ही यह स्पष्ट हो सकेगा कि आखिर में सैंपल नेगेटिव हैं या पॉजिटिव.

14 मरीज को आइसोलेशन वार्ड में रखा गया
अहम बात यह है कि डॉ. राम मनोहर लोहिया अस्पताल में बाकी बचे 14 मरीजों को आइसोलेशन वार्ड में रखकर डॉक्टरों की टीम लगातार ट्रीटमेंट दे रही है.और पूरी एहतियात के साथ उनको उपचार दिया जा रहा है. अस्पताल के सभी डॉक्टर कोरोना वायरस के चलते पूरी एहतियात बरत रहे हैं.

Conclusion:फिलहाल देखने वाली बात होगी कि जिस तरीके से कोरोना वायरस के अभी 14 केस आरएमएल अस्पताल में है, उनकी रिपोर्ट आने के बाद सामने आकर निकलता है.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.