ETV Bharat / bharat

ହାଇଦ୍ରାବାଦର କୋରୋନା ଯୋଦ୍ଧା ଗଣେଶ ମୂର୍ତ୍ତି, ନୂଆ ଷ୍ଟାଇଲରେ ମୂଷିକରାଜ

author img

By

Published : Aug 28, 2020, 8:31 AM IST

ହାଇଦ୍ରାବାଦର ପ୍ରଭୁ ଗଣେଶଙ୍କୁ ଏ ବର୍ଷ ପୋଲିସ କର୍ମଚାରୀ ଓ ଡାକ୍ତରଙ୍କ ରୂପରେ ଦେଖିବାକୁ ମିଳିଛି। ମହାମାରୀ ସମୟରେ ଏହି 2 ଯୋଦ୍ଧା ଆଗଧାଡିରେ ରହି କାର୍ଯ୍ୟରତ ଅଛନ୍ତି। ସେମାନଙ୍କ ଉଦ୍ଦେଶ୍ୟରେ ଚଳିତ ବର୍ଷ କୋରୋନା ଯୋଦ୍ଧା ଥିମ୍ ରହିଛି।

ହାଇଦ୍ରାବାଦର କୋରୋନା ଯୋଦ୍ଧା ଗଣେଶ ମୂର୍ତ୍ତି, ନୂଆ ଷ୍ଟାଇଲରେ ମୂଷିକରାଜ
ହାଇଦ୍ରାବାଦର କୋରୋନା ଯୋଦ୍ଧା ଗଣେଶ ମୂର୍ତ୍ତି, ନୂଆ ଷ୍ଟାଇଲରେ ମୂଷିକରାଜ

ହାଇଦ୍ରାବାଦ: ଚଳିତ ବର୍ଷ ମହାମାରୀ ଭିତରେ ପଡିଛି ଗଣେଷ ଚତୁର୍ଥୀ। ପୂଜା ବଜାର ଫିକା ପଡିଛି ସତ ହେଲେ ହାତ ଗଣତି ସ୍ଥାନରେ ପୂଜାର ଆୟୋଜନ କରାଯାଇଛି। ଯେଉଁଠି ଭିନ୍ନ ଭିନ୍ନ ଅବତାରରେ ବାପ୍ପାଙ୍କୁ ଦେଖିବାକୁ ମିଳୁଛି।

ତେବେ ହାଇଦ୍ରାବାଦର ପ୍ରଭୁ ଗଣେଶଙ୍କୁ ଏ ବର୍ଷ ପୋଲିସ କର୍ମଚାରୀ ଓ ଡାକ୍ତରଙ୍କ ରୂପରେ ଦେଖିବାକୁ ମିଳିଛି। ମହାମାରୀ ସମୟରେ ଏହି 2 ଯୋଦ୍ଧା ଆଗଧାଡିରେ ରହି କାର୍ଯ୍ୟରତ ଅଛନ୍ତି। ସେମାନଙ୍କ ଉଦ୍ଦେଶ୍ୟରେ ଚଳିତ ବର୍ଷ କୋରୋନା ଯୋଦ୍ଧା ଥିମ୍ ରହିଛି। ସେପଟେ (ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ୍) କର୍ମଚାରୀଙ୍କ ପରି 'ମୂଷକରାଜଙ୍କୁ' ନୂଆ ଷ୍ଟାଇଲ୍ ଦିଆଯାଇଛି।

"ଏଠାରେ ସ୍ଥାପିତ ପ୍ରଭୁ ଗଣେଶଙ୍କ ପ୍ରତିମା ଏକ ପରିବେଶ ଅନୁକୂଳ ପ୍ରତିମା ଅଟେ। ଆମେ ପୋଲିସ୍, ଡାକ୍ତର ଏବଂ ଜିଏମ୍ଏମ୍ସି କର୍ମଚାରୀଙ୍କ ପରି ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ଧନ୍ୟବାଦ ଦେଉଛୁ। ଯେଉଁମାନେ ଆମ ପାଇଁ 24/ 7 ଅଛନ୍ତି ଏବଂ ସେମାନଙ୍କ ଜୀବନକୁ ବିପଦରେ ପକାଇ ଆମକୁ ସାହାଯ୍ୟ କରୁଛନ୍ତି। ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା ଏବଂ ହାତ ପରିଷ୍କାର କରିବା ପାଇଁ ଆମକୁ ବାର୍ତ୍ତା ଦେଉଛନ୍ତି ବୋଲି ଆୟୋଜକ ମଣ୍ଡଳୀର ଜଣେ ସଦସ୍ୟ କହିଛନ୍ତି।

ଗଣେଶ ଚତୁର୍ଥୀ ହିନ୍ଦୁ ପର୍ବ ନୂତନ ଆରମ୍ଭର ପ୍ରଭୁ ଗଣେଶଙ୍କୁ ଉତ୍ସର୍ଗ କରାଯାଇଛି। ବ୍ରିଟିଶ ଶାସନ କାଳରେ ଏହା ଏକାଠି ହେବା ଏବଂ ମିଟ୍ ଅପ୍ ହେବାର କାରଣ ଭାବରେ ଆରମ୍ଭ ହୋଇଥିଲା। କିନ୍ତୁ ଆଜି ଏହା ଘରେ ଏବଂ ବିସ୍ତୃତ ପେଣ୍ଡାଲରେ ଦେବତାଙ୍କ ମୂର୍ତ୍ତି ସ୍ଥାପନ ସହିତ ପୂଜା କରାଯାଉଛି।

ଅଗଷ୍ଟ 26 ତାରିଖ ରାତି 8 ଟା ସୁଦ୍ଧା ତେଲେଙ୍ଗାନା 2,795 ନୂତନ କୋଭିଡ୍ ମାମଲା ରିପୋର୍ଟ କରିଛି। ଯାହା ରାଜ୍ୟରେ ଏହି ଭୂତାଣୁ ସଂକ୍ରମିତ ଲୋକଙ୍କ ସଂଖ୍ୟା 1,14,483 କୁ ନେଇଛି ବୋଲି ଗୁରୁବାର ଦିନ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି। ସମୁଦାୟ କୋଭିଡ୍ 19 ଗଣନାରେ 27,600 ସକ୍ରିୟ ମାମଲା ଏବଂ 86,095 ସୁସ୍ଥ ବ୍ୟକ୍ତି ଅନ୍ତର୍ଭୁକ୍ତ । ଏହି ଭୂତାଣୁ ଯୋଗୁଁ ଗୁରୁବାର 8 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏହି ସଂଖ୍ୟା 788 ରେ ପହଁଞ୍ଚିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.