ETV Bharat / bharat

ଦେଶରେ 24 ଘଣ୍ଟାରେ 9985 କୋରୋନା ପଜିଟିଭ, ମୃତ୍ୟୁ ସଂଖ୍ୟା 279

ଦେଶରେ କୋରୋନା ପଜିଟିଭ ସଂଖ୍ୟା 266598, ମୃତ୍ୟୁ ସଂଖ୍ୟା 7466

author img

By

Published : Jun 10, 2020, 6:42 AM IST

Updated : Jun 10, 2020, 9:51 AM IST

09:46 June 10

ଦେଶରେ 24 ଘଣ୍ଟାରେ 9985 କୋରୋନା ପଜିଟିଭ, ମୃତ୍ୟୁ ସଂଖ୍ୟା 279

ଦେଶରେ 24 ଘଣ୍ଟାରେ 9985 କୋରୋନା ପଜିଟିଭ, ମୃତ୍ୟୁ ସଂଖ୍ୟା 279
ଦେଶରେ 24 ଘଣ୍ଟାରେ 9985 କୋରୋନା ପଜିଟିଭ, ମୃତ୍ୟୁ ସଂଖ୍ୟା 279

ନୂଆଦିଲ୍ଲୀ: ଦେଶରେ ଗତ 24 ଘଣ୍ଟାରେ 9ହଜାର 9ଶହ 85 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ କୋରୋନା ପଜିଟିଭ ସଂଖ୍ୟା 2ଲକ୍ଷ 76ହଜାର 5ଶହ 83ରେ ପହଞ୍ଚିଛି । ସେହିପରି ମୋଟ ମୃତ୍ୟୁ ସଂଖ୍ୟା 7745ରେ ପହଞ୍ଚିଛି । ମୋଟ 1ଲକ୍ଷ 35ହଜାର 2ଶହ 6 ଜଣ ଡିସଚାର୍ଜ ହୋଇଥିବା ବେଳେ ସକ୍ରିୟ ମାମଲା ସଂଖ୍ୟା 1ଲକ୍ଷ 33ହଜାର 6ଶହ 32 ରହିଛି । ଏନେଇ ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମହାରାଷ୍ଟ୍ରରେ ସର୍ବାଧିକ 44860 ସକ୍ରିୟ ମାମଲା ରହିଥିବା ବେଳେ ଗୁଜୁରାଟରେ 5336, ଦିଲ୍ଲୀରେ 18543, ତାମିଲନାଡୁରେ 16282, ରାଜସ୍ଥାନରେ 2662, ମଧ୍ୟପ୍ରଦେଶରେ 2700, ଉତ୍ତରପ୍ରଦେଶରେ 4365, ଆନ୍ଧ୍ରପ୍ରଦେଶରେ 2191, ତେଲେଙ୍ଗାନା 1963, କର୍ଣ୍ଣାଟକରେ 3251, କେରଳରେ 1232 ଓ ଓଡିଶାରେ 998 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 3289 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 1313, ମଧ୍ୟପ୍ରଦେଶରେ 420, ଦିଲ୍ଲୀରେ 905, ଆନ୍ଧ୍ରପ୍ରଦେଶରେ 77, ତାମିଲନାଡୁରେ 307, କର୍ଣ୍ଣାଟକରେ 66  ଓ ତେଲେଙ୍ଗାନାରେ 148 ଜଣଙ୍କ ମୃତ୍ୟୁ ହୋଇଛି ।

06:17 June 10

ଦେଶରେ କୋରୋନା ପଜିଟିଭ ସଂଖ୍ୟା 266598, ମୃତ୍ୟୁ ସଂଖ୍ୟା 7466

    ନୂଆଦିଲ୍ଲୀ: ଦେଶରେ ମଙ୍ଗଳବାର ରେକର୍ଡ ସଂଖ୍ୟକ 9987  ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ କୋରୋନା ପଜିଟିଭ ସଂଖ୍ୟା 266598ରେ ପହଞ୍ଚିଛି । ସେହିପରି ମୋଟ ମୃତ୍ୟୁ ସଂଖ୍ୟା 7466ରେ ପହଞ୍ଚିଛି । ମୋଟ 12925 ଜଣ ଡିସଚାର୍ଜ ହୋଇଥିବା ବେଳେ ସକ୍ରିୟ ମାମଲା ସଂଖ୍ୟା 129917 ରହିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

      Last Updated : Jun 10, 2020, 9:51 AM IST
      ETV Bharat Logo

      Copyright © 2024 Ushodaya Enterprises Pvt. Ltd., All Rights Reserved.