ETV Bharat / bharat

ଅଧିକାଂଶ କୋରୋନା ରୋଗୀ ଘରେ ସୁସ୍ଥ ହେଉଛନ୍ତି: କେଜ୍ରିୱାଲ

କେଜ୍ରିୱାଲ ଦାବି କରିଛନ୍ତି ଯେ କୋରୋନା ସଂକ୍ରମଣରେ ପୀଡିତ ଅଧିକାଂଶ ଲୋକ ଘରେ ସୁସ୍ଥ ହେଉଛନ୍ତି। ସେଥିପାଇଁ ବର୍ତ୍ତମାନ ମେଡିକାଲରେ କମ ଲୋକଙ୍କୁ ଭର୍ତ୍ତି ହେବା ଆବଶ୍ୟକ ।

_corona
ଅଧିକାଂଶ କୋରୋନା ରୋଗୀ ଘରେ ସୁସ୍ଥ ହେଉଛନ୍ତି
author img

By

Published : Jul 5, 2020, 3:00 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୋରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ ଦାବି କରିଛନ୍ତି। କେଜ୍ରିୱାଲ ଦାବି କରିଛନ୍ତି ଯେ କୋରୋନା ସଂକ୍ରମଣରେ ପୀଡିତ ଅଧିକାଂଶ ଲୋକ ଘରେ ସୁସ୍ଥ ହେଉଛନ୍ତି। ସେଥିପାଇଁ ବର୍ତ୍ତମାନ ମେଡିକାଲରେ କମ ଲୋକଙ୍କୁ ଭର୍ତ୍ତି ହେବା ଆବଶ୍ୟକ ।

ତେବେ ଏନେଇ କେଜ୍ରିୱାଲ ଟ୍ବିଟ କରି ଦାବି କରିଛନ୍ତି । ସେ ଟ୍ୱିଟରେ ଦିଲ୍ଲୀରେ କୋରୋନା ସଂକ୍ରମଣ ସମ୍ପର୍କରେ ଏକ ଆକଳନ ମଧ୍ୟ ଉପସ୍ଥାପନ କରିଛନ୍ତି। ଏଥିରେ ସେ କୋରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ମେଡିକାଲରେ 9900 ବେଡ ଖାଲି ଅଛି ବୋଲି ଦାବି କରିଛନ୍ତି ।

ପ୍ରକାଶ ଥାଉକି, କୋରୋନା ଦୃଷ୍ଟିରୁ ସମଗ୍ର ଦିଲ୍ଲୀ ଚତୁର୍ଥ ସ୍ଥାନରେ ରହିଛି । ବର୍ତ୍ତମାନ ଦିଲ୍ଲୀରେ 97200 କୋରୋନା ଆକ୍ରାନ୍ତ ରହିଛନ୍ତି । ଏଥିସହ 3004 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.