ETV Bharat / bharat

କୋରୋନା ସୁସ୍ଥଙ୍କ ପାଇଁ ଉପଯୋଗୀ ଚମନପ୍ରଶ: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ - ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

କୋରୋନା ସୁସ୍ଥ ରୋଗୀଙ୍କ ପାଇଁ ଚମନପ୍ରଶ, ହଳଦୀ ମିଶା କ୍ଷୀର, ଆୟୁଷ ମେଡିସିନ ଯେପରି ମୁଲେଥି ପାଉଡର, ଅଶ୍ବଗନ୍ଧା, ଅଁଳା ଫଳ ଆଦି ବେଶ ଉପଯୋଗୀ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପୋଷ୍ଟ କୋରୋନା ପରିଚାଳନା ପ୍ରୋଟକଲ ନୋଟରେ ଦର୍ଶାଇଛନ୍ତି ।

କୋରୋନା ସୁସ୍ଥ ରୋଗୀଙ୍କ ପାଇଁ ଉପଯୋଗୀ ଚମନପ୍ରାଶ

author img

By

Published : Sep 13, 2020, 4:35 PM IST

ନୂଆଦିଲ୍ଲୀ: କୋରୋନା ସୁସ୍ଥଙ୍କ ପାଇଁ ଚମନପ୍ରଶ, ହଳଦୀ ମିଶା କ୍ଷୀର, ଆୟୁଷ ମେଡିସିନ ଯେପରି ମୁଲେଥି ପାଉଡର, ଅଶ୍ବଗନ୍ଧା, ଅଁଳା ଫଳ ଆଦି ବେଶ ଉପଯୋଗୀ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପୋଷ୍ଟ କୋରୋନା ପରିଚାଳନା ପ୍ରୋଟକଲ ନୋଟରେ ଦର୍ଶାଇଛନ୍ତି ।

ତେବେ କୋରୋନାରେ ସୁସ୍ଥ ହୋଇ ଫେରୁଥିବା ରୋଗୀଙ୍କ ଠାରେ କାଶ , ଛିଙ୍କ , ଗଳା ଦରଜ, ଥକ୍କା ଲାଗିବା ଆଦି ଲକ୍ଷଣ ପରିଲଖିତ ହେଉଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ସୂଚିତ କରାଯାଇଛି । ଏଥିପାଇଁ କୋରୋନା ସୁସ୍ଥ ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ନିମନ୍ତେ ଚମନପ୍ରଶ, ହଳଦୀ ମିଶା କ୍ଷୀର, ଆୟୁଷ ମେଡିସିନ ଯେପରି ମୁଲେଥି ପାଉଡର, ଅଶ୍ବଗନ୍ଧା, ଅଁଳା ଫଳ ଆଦି ବେଶ ଉପଯୋଗୀ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛନ୍ତି ।

ତେବେ ଦେଶରେ ଗତ 24 ଘଣ୍ଟାରେ 78,399 କୋରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏହା ସହିତ ସୁସ୍ଥ ହାର 77.88 ପ୍ରତିଶତକୁ ନେଇ ଦେଶରେ ମୋଟ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା 37, 02,595ରେ ପହଞ୍ଚିଥିବା ରବିବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛନ୍ତି । ଏହି ପରିପ୍ରେକ୍ଷୀରେ ସମସ୍ତ କୋରୋନା ସୁସ୍ଥଙ୍କ ଯତ୍ନ ଏବଂ ସୁସ୍ଥତା ପାଇଁ କେନ୍ଦ୍ର ଏକ ଉପାୟ ପ୍ରସ୍ତୁତ କରିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛନ୍ତି ଯେ, କୋରୋନା ସୁସ୍ଥ ମାନେ କୋରୋନା ନିୟମ ଯେପରି ମାସ୍କ ବ୍ୟବହାର କରିବା, ହାତ ସାନିଟାଇଜ କରିବା, ଶାରୀରିକ ଦୂରତା, ଯଥେଷ୍ଟ ପରିମାଣର ଗରମ ପାଣି ପିଇବା ଆୟୁଷ ମେଡିସିନ ଖାଇବା ଆଦି ନିୟମକୁ ପାଳନ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.