ETV Bharat / bharat

ଗାନ୍ଧୀଙ୍କ ଭଜନ ଟ୍ବିଟ କରି ରାମ ମନ୍ଦିର ଭୂମିପୂଜା ପାଇଁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲା କଂଗ୍ରେସ - manish tiwari

ପୂର୍ବରୁ ଅଯୋଧ୍ୟା ଭୂମି ପୂଜନ ନେଇ କଂଗ୍ରେସ ଅଗଷ୍ଟ 5 ତାରିଖକୁ ଅଶୁଭ କହୁଥିବାବେଳେ, ମଙ୍ଗଳବାର କଂଗ୍ରେସ ମୁଖପାତ୍ର ଭୂମି ପୂଜନ ନେଇ ସମସ୍ତଙ୍କୁ ଶୁଭେଚ୍ଛା ଜଣଇଛନ୍ତି । ଅଧିକ ପଢନ୍ତୁ...

ଗାନ୍ଧୀଙ୍କ ଭଜନ ଟ୍ବିଟ କରି ରାମ ମନ୍ଦିର ଭୂମି ପୂଜନରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲା କଂଗ୍ରେସ

author img

By

Published : Aug 4, 2020, 4:46 PM IST

ଲକ୍ଷ୍ନୌ: ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ 5 ରେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଭୂମି ପୂଜନ ନେଇ କଂଗ୍ରେସ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛି।

@ManishTewari
@ManishTewari

କଂଗ୍ରେସ ମୁଖପାତ୍ର ମନୀଷ ତିୱାରୀ ଟ୍ୱିଟରରେ ମହାତ୍ମା ଗାନ୍ଧୀଙ୍କ ଭଜନ 'ରଘୁପତି ରାଘବ ରାଜାରାମ, ପତି ତପାବନ ସୀତାରାମ'। ସୀତାରାମ ସୀତାରାମ, ଭଜ ପ୍ୟାରେ ତୁ ସୀତାରାମ । ଲେଖିକି ରାମ ମନ୍ଦିରର ଭୁମି ପୂଜନରେ ସମସ୍ତ ଲୋକ ଏବଂ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏହାପୂର୍ବରୁ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଦିଗବିଜୟ ସିଂ ଅଯୋଧ୍ୟାରେ ରାମ ମନ୍ଦିରର ଶିଲାନ୍ୟାସର ମୁହୁର୍ତ୍ତ ବିଷୟରେ ପ୍ରଶ୍ନ ଉଠାଇଥିଲେ। 5 ଅଗଷ୍ଟକୁ ଅଶୁଭ ମୁହୂର୍ତ୍ତ କହି ସେ ପ୍ରଧାନମନ୍ତ୍ରୀଙ୍କୁ ଭିତ୍ତି ପ୍ରସ୍ତର ସ୍ଥଗିତ ରଖିବାକୁ ନିବେଦନ କରିଥିଲେ ।

ଡିଗବିଜୟ ସିଂ କହିଛନ୍ତି ଯେ, 'ପ୍ରଭୁ ରାମ ହେଉଛନ୍ତି କୋଟି କୋଟି ହିନ୍ଦୁମାନଙ୍କର ବିଶ୍ୱାସର କେନ୍ଦ୍ର ଏବଂ ହଜାର ହଜାର ବର୍ଷ ଧରି ଆମ ଧର୍ମର ସ୍ଥାପିତ ବିଶ୍ୱାସ ସହିତ ଖେଳ ନାହିଁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.