ETV Bharat / bharat

କଂଗ୍ରେସ ସୁପ୍ରିମକୋର୍ଟ ଯିବା ଉଚିତ: ନାସିର ହୁସେନ

କର୍ଣ୍ଣାଟକ ରାଜନୀତିରେ ରାଜ୍ୟପାଳଙ୍କ ହସ୍ତକ୍ଷେପକୁ ନିନ୍ଦା କରିଛନ୍ତି କଂଗ୍ରେସ ସାଂସଦ ନାସିର ହୁସେନ । ଏ ପ୍ରସଙ୍ଗରେ କଂଗ୍ରେସ ସୁପ୍ରିମକୋର୍ଟ ଯିବା ଉଚିତ ବୋଲି ସେ କହିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jul 19, 2019, 2:38 PM IST

ବେଙ୍ଗାଲୁରୁ: ରାଜ୍ୟପାଳ ବାଚସ୍ପତିଙ୍କ ମାମଲାରେ କୌଣସି ହସ୍ତକ୍ଷେପ କରିପାରିବେ ନାହିଁ । l ତେଣୁ କଂଗ୍ରେସ ସୁପ୍ରିମକୋର୍ଟ ଯିବା ଉଚିତ ବୋଲି କର୍ଣ୍ଣାଟକ ଦଳର ସାଂସଦ ନାସିର ହୁସେନ କହିଛନ୍ତି ।

ରାଜ୍ୟପାଳ ମନମାନୀ କରି ହସ୍ତକ୍ଷେପ କରିବା ଓ ନିର୍ଦ୍ଦିଷ୍ଟ ଦଳର ଏଜେଣ୍ଟ ରୂପେ କାମ କରିବାର ଅଧିକାର ନାହିଁ ବୋଲି ସାଂସଦ ନାସିର ହୁସେନ କହିଛନ୍ତି ।

ସେହିପରି ଆଜି କର୍ଣ୍ଣାଟକ ବିଧାନସଭା ଆରମ୍ଭ ପୂର୍ବରୁ ରାଜ୍ୟ ବିଜେପି ସଭାପତି ବିଏସ ୟେଦ୍ଦ୍ୟୁରାପ୍ପାଙ୍କ ସହ ଦଳୀୟ ବିଧାୟକମାନଙ୍କର ବୈଠକ ବସିବ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.