ETV Bharat / bharat

ଦିଲ୍ଲୀ ନିର୍ବାଚନ ଫଳାଫଳ: ବୁଡିଲା କଂଗ୍ରେସ ଡଙ୍ଗା, କାର୍ଯ୍ୟାଳୟ ଶୁନଶାନ

author img

By

Published : Feb 11, 2020, 5:17 PM IST

ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଗଣତି ଚାଲିଥିଲା ବେଳେ ଦିଲ୍ଲୀର ପ୍ରଦେଶ କଂଗ୍ରେସ ଭବନରେ କୌଣସି ଦଳୀୟ କର୍ମୀ କିମ୍ବା ନେତାଙ୍କ ଦେଖା ମିଳିନାହିଁ  । ଖାଁ ଖାଁ କଂଗ୍ରେସ କାର୍ଯ୍ୟାଳୟ । ଅଧିକ ପଢନ୍ତୁ...

congress-not-open-account-of-delhi-assembly-elections-silence-in-party-office
ଦିଲ୍ଲୀ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଶୁନଶାନ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଗଣତି ଚାଲିଥିଲା ବେଳେ ଦିଲ୍ଲୀର ପ୍ରଦେଶ କଂଗ୍ରେସ ଭବନରେ କୌଣସି ଦଳୀୟ କର୍ମୀ କିମ୍ବା ନେତାଙ୍କ ଦେଖା ମିଳିନାହିଁ । ଖାଁ ଖାଁ କଂଗ୍ରେସ କାର୍ଯ୍ୟାଳୟ । ବିଧାନସଭା ନିର୍ବାଚନରେ କଂଗ୍ରେସ ଗୋଟିଏ ମଧ୍ୟ ସିଟ ହାସଲ କରିନାହିଁ ।

congress-not-open-account-of-delhi-assembly-elections-silence-in-party-office
ଦିଲ୍ଲୀ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଶୁନଶାନ

ରାଜ୍ୟ ପ୍ରଦେଶ କାର୍ଯ୍ୟାଳୟରେ ବି କୌଣସି ନେତାଙ୍କ ଦେଖାଦର୍ଶନ ନାହିଁ । ସେପଟେ ଦଳର ଏଭଳି ପ୍ରଦର୍ଶନରେ ଦୋଷ ସ୍ବୀକାର କରି ଦିଲ୍ଲୀ ପ୍ରଦେଶ କଂଗ୍ରସ ସଭାପତି ନିଜ ପଦରୁ ନୈତିକତା ଦୃଷ୍ଟିରୁ ଇସ୍ତଫାପତ୍ର ପଠାଇଛନ୍ତି ।

ଦିଲ୍ଲୀ ବିଧାନସଭା ନିର୍ବାଚନରରେ ଆପ ପୁଣି ଥରେ କ୍ଷମତାକୁ ଫେରିଥିବାବେଳେ ବିଜେପି ଫଳାଫଳରେ ଦ୍ୱିତୀୟ ସ୍ଥାନରେ ରହିଛି । କିନ୍ତୁ କଂଗ୍ରେସ ଦିଲ୍ଲୀରେ ଖାତା ଖୋଲିବାକୁ ସକ୍ଷମ ହୋଇନାହିଁ । କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ଓ ଦିଲ୍ଲୀ ପ୍ରଦେଶ ମହିଳା କଂଗ୍ରେସ ମୁଖ୍ୟ ଶର୍ମିଷ୍ଠା ମୁଖାର୍ଜି କହିଛନ୍ତି ଶୀର୍ଷସ୍ତରୀୟ ନେତାଙ୍କ ଦ୍ବାରା ନିଆଯାଇଥିବା ନିଷ୍ପତି ଠିକ ସମୟରେ କାର୍ଯ୍ୟକାରୀ କରାଯାଇ ନାହିଁ । ତେଣୁ କଂଗ୍ରେସ ଏ ଭଳି ଅବସ୍ଥା ଭୋଗିଛି ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:नई दिल्ली ।

दिल्ली विधानसभा चुनाव में शुरूआती रुझान में कांग्रेस का सूपड़ा साफ होता नगर आ रहा है. वहीं जिस तरीके से नतीजे आ रहे हैं दिल्ली प्रदेश कांग्रेस पार्टी कार्यालय में पूरी तरह से सन्नाटा छाया हुआ है. प्रदेश पार्टी कार्यालय में कोई भी ना कार्यकर्ता नजर आ रहा है और ना ही दिल्ली या राष्ट्रीय स्तर का नेता पार्टी कार्यालय में मौजूद है. वहीं दिल्ली कांग्रेस प्रदेश अध्यक्ष सुभाष चोपड़ा ने जिस तरह से नतीजे आ रहे हैं उसे स्वीकारते हुए नैतिक तौर पर अपने इस्तीफे की पेशकश की है.

Body:वहीं कांग्रेस की राष्ट्रीय प्रवक्ता और दिल्ली प्रदेश महिला कांग्रेस के अध्यक्ष शर्मिष्ठा मुखर्जी ने शीर्ष नेतृत्व के द्वारा निर्णय लेने और समय पर सही रणनीति न बनाने के अलावा राज्य स्तर पर कार्यकर्ताओं को मोटिवेट करने में नाकाम रहने की बात कही है. वहीं उन्होंने इस नतीजे पर अपनी नैतिक जिम्मेदारी ली है.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.