ETV Bharat / bharat

ଶିବସେନା ସହ ମେଣ୍ଟ ପାଇଁ ସୋନିଆଙ୍କ ମଞ୍ଜୁରୀ ! - maharastra political situation

ମହାରାଷ୍ଟ୍ରରେ ସରକାର ଗଠନ ନେଇ ଶରଦ ପାଓ୍ବାରଙ୍କ ବାସଭବନରେ କଂଗ୍ରେସ ଓ ଏନସିପି ନେତାଙ୍କ ବୈଠକ ଜାରି । ଶିବସେନା ସହ ମେଣ୍ଟ କରିବାକୁ ସୋନିଆ ଗାନ୍ଧୀ ମଞ୍ଜୁରୀ ଦେଇଦେଇଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Nov 20, 2019, 8:27 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ନୂଆ ସରକାର ଗଠନ ନେଇ ଦିଲ୍ଲୀରେ କଂଗ୍ରେସ ଓ ଏନସିପି ନେତାଙ୍କ ମଧ୍ୟରେ ବୈଠକ ଜାରି ରହିଛି । ଏହି ବୈଠକ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ବାସଭବନରେ ଚାଲିଛି । ବୈଠକରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ , କେସି ଭେନୁଗୋପାଳ, ଅହମଦ ପଟେଲ, ଜୟରାମ ରମେଶ, ପୃଥ୍ବୀରାଜ ଚୌହାନ ସାମିଲ ରହିଛନ୍ତି । ଅନ୍ୟପକ୍ଷରେ ଏନସିପି ପକ୍ଷରୁ ଅଜିତ ପାଓ୍ବାର ଓ ସୁନୀଲ ତଟକରେ ସମେତ ଅନ୍ୟ ନେତା ଉପସ୍ଥିତ ରହିଛନ୍ତି ।

କଂଗ୍ରେସ ଓ ଏନସିପି ବୈଠକରୁ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ମଧ୍ୟ ଅନେକ କିଛି ଆଶା ରହିଛି । ବୈଠକୁ ନେଇ ସଞ୍ଜୟ କହିଛନ୍ତି ଯେ ଗୁରୁବାର ନୂଆ ସରକାର ଗଠନ ନେଇ ଛବି ସ୍ପଷ୍ଟ ହୋଇଯିବ । ଅନ୍ୟପକ୍ଷେ ଶିବସେନା ସହ ମେଣ୍ଟ କରିବାକୁ ସୋନିଆ ଗାନ୍ଧୀ ମଞ୍ଜୁରୀ ଦେଇଦେଇଥିବା ଜଣା ପଡିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.