ETV Bharat / bharat

ମନ୍ଦିରରେ ପ୍ରାର୍ଥନା କରିବା ବେଳେ ପଡିଗଲେ ଶଶି ଥରୁର

ଥିରୁଅନନ୍ତପୁରମ ମନ୍ଦିରକୁ ଦର୍ଶନ କରିବାକୁ ଯାଇ ପଡିଗଲେ କଂଗ୍ରେସ ନେତା ଶଶି ଥରୁର। ଏହି ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଛି । ଫଳରେ ତାଙ୍କ ମୁଣ୍ଡରେ 6ଟି ଷ୍ଟିଚ ପଡିଛି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Apr 15, 2019, 2:21 PM IST

ଥିରୁବନନ୍ତପୁରମ: କେରଳର ଥିରୁବନନ୍ତପୁରମ ମନ୍ଦିରକୁ ଦର୍ଶନ କରିବାକୁ ଯାଇ ଗୁରୁତର ହେଲେ କଂଗ୍ରେସ ନେତା ଶଶି ଥରୁର। ମନ୍ଦିରକୁ ଯାଇ ପ୍ରାର୍ଥନା କରୁଥିବା ବେଳେ ହଠାତ ଶଶି ଥରୁର ପଡିଯାଇ ଗମ୍ଭୀର ଗୁରୁତର ହୋଇଛନ୍ତି ।

  • #Visuals from Kerala: Congress MP Shashi Tharoor has been injured while offering prayers at a temple in Thiruvananthapuram and has been shifted to General Hospital there. He has suffered injuries on his head and has received 6 stitches. Doctors says he is out of danger. pic.twitter.com/oWPYIDFo1D

    — ANI (@ANI) April 15, 2019 " class="align-text-top noRightClick twitterSection" data=" ">

ଶଶିଥରୁରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ତାଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଥରୁଙ୍କ ମୁଣ୍ଡରେ 6ଟି ଷ୍ଟିଚ ପଡିଛି । ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ ସେ ବିପଦ ମୁକ୍ତ ଥିବା ଡାକ୍ତର ସୂଚନା ଦେଇଛନ୍ତି ।

Intro:Body:

dfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.